ETV Bharat / city

ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ଚାହୁଁଥିଲେ ଲେଖାଶ୍ରୀ: ସସ୍ମିତ ପାତ୍ର - ବିଜେଡି ମୁଖପାତ୍ର ସସ୍ମିତ ପାତ୍ର

ବାରମ୍ବାର ଅନୁରୋଧ ସତ୍ତ୍ବେ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅରୁଚିକର ମନ୍ତବ୍ୟ ଦେବାରୁ ନିବୃତ୍ତ ରହୁନାହାଁନ୍ତି । ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ଅଧିକ ଖବର ପଢନ୍ତୁ...

ଲେଖାଶ୍ରୀ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ: ସସ୍ମିତ ପାତ୍ର

author img

By

Published : Jan 2, 2020, 7:56 PM IST

ଭୁବନେଶ୍ବର: ଶାଳୀନତା ରକ୍ଷା ସହିତ ନିମ୍ନ ରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାଁନ୍ତି । ପ୍ରତିହିଂସା ପରାୟଣ ସହିତ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ସେ କହିଛନ୍ତି ଯେ, 2014 ଓ 2019ରେ ଲେଖାଶ୍ରୀ ବିଜେଡି ଟିକେଟ ଖଣ୍ଡିଏ ପାଇବା ପାଇଁ ସେ ଉଦ୍ୟମ କରିଥିଲେ ।

ଲେଖାଶ୍ରୀ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ: ସସ୍ମିତ ପାତ୍ର
ଲେଖାଶ୍ରୀ ବିଜେଡିରୁ ନିର୍ବାଚନ ଲଢିବାକୁ ଚାହୁଁଥିଲେ: ସସ୍ମିତ ପାତ୍ର

ହେଲେ ବିଜେଡି ଏଥିରେ ରାଜି ନହେବାରୁ ସେ ହତୋତ୍ସାହିତ ହୋଇଯାଇଛନ୍ତି । "୨୦୧୯ ମସିହାରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ବିଜେଡିର ବର୍ତ୍ତମାନ ସାଧାରଣ ସମ୍ପାଦକ(ସଂଗଠନ)ଙ୍କୁ ଦଳରେ ମିଶିବା ପାଇଁ ଅନୁରୋଧ କରିବା ସହିତ ତାଙ୍କୁ ବିଜେପି ଏକଘରିକିଆ କରୁଥିବା କହିଥିଲେ ।

ଏପରିକି ସେ କହିଥିଲେ ଯେ, ଯେଉଁମାନେ ନିଜର ଚାକିରି ଓ ବୃତ୍ତି ଛାଡି ବିଜେଡିରେ ଯୋଗ ଦେଉଛନ୍ତି ସେମାନଙ୍କୁ ଏଠାରେ ସୁଯୋଗ ମିଳୁଛି । ହେଲେ ସେ ଶିକ୍ଷକତା ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ ନିଜର କୌଣସି ଭବିଷ୍ୟତ ଦେଖିପାରୁନାହାଁନ୍ତି"।

"ତେଣୁ ବିଜେଡିରୁ ଖଣ୍ଡିଏ ଟିକେଟ ପାଇବା ପାଇଁ କାକୁତିମିନତି ହୋଇଥିଲେ । କିନ୍ତୁ ତାଙ୍କର ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲା ପରେ ବିଜେଡି ତାଙ୍କୁ ଗ୍ରହଣ କରିନଥିଲା। ଏଥିପାଇଁ ସେବେଠାରୁ ସେ ପ୍ରତିହିଂସା ପରାୟଣ ଏବଂ କ୍ରୋଧିତ ହୋଇପଡିଥିବା ବେଳେ ଏବେ ରୁଚିହୀନ ମନ୍ତବ୍ୟମାନ ଦେଉଛନ୍ତି "। ଏପରିକି ଦଳରେ ମିଶିବା ପାଇଁ ଯେଉମାନଙ୍କୁ ସେ କାକୁତି ମିନତି କରୁଥିଲେ ତାଙ୍କ ବିରୁଦ୍ଧରେ ବି ମନ୍ତବ୍ୟ ଦେବାକୁ ପଛାଉନାହାଁନ୍ତି ।

ଏପରିକି ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନକରିବାକୁ ବିଜେଡି ବାରମ୍ବାର କହି ଆସିଛି । ହେଲେ ଦୁର୍ଭାଗ୍ୟର କଥା ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି । ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ବିଜେପି ନିକଟରେ କିଛି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୋଲିସ୍‍, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ
ପ୍ରକାଶ ପାଇଁ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଶାଳୀନତା ରକ୍ଷା ସହିତ ନିମ୍ନରୁଚିର ମନ୍ତବ୍ୟ ନଦେବାପାଇଁ ବାରମ୍ବାର
ଅନୁରୋଧ ସତ୍ତେ୍ୱ ବି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏଥିରୁ ନିବୃତ୍ତ ରହୁନାହାନ୍ତି । ପ୍ରତିହିଂସା ପରାୟଣ
ସହିତ ବ୍ୟକ୍ତିଗତ ରାଗ ଶୁଝାଇବା ପାଇଁ ସେ ଏଭଳି ବକ୍ତବ୍ୟ ରଖୁଥିବା ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର
କହିଛନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବରେ ଡକ୍ଟର ପାତ୍ର କହିଛନ୍ତି ଯେ, ୨୦୧୪ ଓ ୨୦୧୯ରେ ଲେଖାଶ୍ରୀ
ବିଜେଡି ଟିକଟ ଖଣ୍ଡିଏ ପାଇବାପାଇଁ ସେ ଉଦ୍ୟମ କରିଥିଲେ । ହେଲେ ବିଜେଡି ଏଥିରେ ରାଜି ନହେବାରୁ ସେ
ହତୋତ୍ସାହିତ ହୋଇଯାଇଛନ୍ତି । ୨୦୧୯ ମସିହାରେ ଯେତେବେଳେ ତୁଷାରକାନ୍ତି ବେହେରା ଓ ଭାଗିରଥୀ ସେଠୀ
ବିଜେଡିରେ ଯୋଗଦେଲେ ସେତେବେଳେ ଲେଖାଶ୍ରୀ ବିଜେଡିର ଏବେର ସାଧାରଣ ସମ୍ପାଦକ(ସଂଗଠନ)ଙ୍କୁ ଦଳରେ
ମିଶିବାପାଇଁ ଅନୁରୋଧ କରିବା ସହିତ ତାଙ୍କୁ ବିଜେପି ଏକଘରକିଆ କରୁଥିବା କହିଥିଲେ । ଏପରିକି ସେ କହିଥିଲେ
ଯେ ଯେଉଁମାନେ ନିଜର ଚାକିରି ଓ ବୃତ୍ତି ଛାଡି ବିଜେଡେି ର ଯୋଗ ଦେଉଛନ୍ତି ସେମାନଙ୍କୁ ଏଠାରେ ସୁଯୋଗ ମିଳୁଛି ।
ହେଲେ ସେ ଶିକ୍ଷକତା ଛାଡି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ ନିଜର କୌଣସି ଭବିଷ୍ୟତ ଦେଖିପାରୁ ନାହାନ୍ତି ।
ତେଣୁ ବିଜେଡିରୁ ଖଣ୍ଡିଏ ଟିକଟ ପାଇବାପାଇଁ କାକୁତି ମିନତି ହୋଇଥିଲେ ।
କିନ୍ତୁ ତାଙ୍କର ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲାପରେ ବିଜେଡି ତାଙ୍କୁ ଗ୍ରହଣ କରିନଥିଲା । ଏଥିପାଇଁ
ସେବେଠାରୁ ସେ ପ୍ରତିହିଂସା ପରାୟଣ ଏବଂ କ୍ରୋଧିତ ହୋଇପଡିଥିବାବେଳେ ଏବେ ରୁଚିହୀନ ମନ୍ତବ୍ୟମାନ
ଦେଉଛନ୍ତି । ଏପରିକି ଦଳରେ ମିଶିବାପାଇଁ ଯେଉମଁ ।ନଙ୍କୁ ସେ କାକୁତି ମିନତି ହେଉଥିଲେ ତାଙ୍କ ବିରୁଦ୍ଧରେ ମନ୍ତବ୍ୟ
ଦେବାକୁ ବି ପଛଉ ନାହାନ୍ତି । ଡକ୍ଟର ପାତ୍ର କହିଛନ୍ତି ଯେ ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି
ନକରବି ।ପାଇଁ ବିଜେଡି ବାରମ୍ବାର କହି ଆସିଛି । ହେଲେ ଦୁର୍ଭଗ୍ୟର କଥା ବିଜେପି ନେତାମାନେ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ନିମ୍ନରୁଚିର ରାଜନୀତି କରୁଛନ୍ତି । ଯଦି ଏଭଳି ସ୍ପର୍ଶକାତର ଘଟଣାରେ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ
ବିଜେପି ନିକଟରେ କିଛି ତଥ୍ୟ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ୍‍, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ
ପ୍ରକାଶ ଲାଗି ଡକ୍ଟର ପାତ୍ର କହିଛନ୍ତି ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.