ETV Bharat / city

ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତ; ସର୍ବଦଳୀୟ ନିଷ୍ପତ୍ତିକୁ ସ୍ୱାଗତ କରିବ ଦଳ

ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା 10 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ଏନେଇ ସମସ୍ତ ରାଜନୈତିକ ଦଳର ସଭାପତି/ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖାଯାଇଛି । ଅଧିକ ପଢନ୍ତୁ

author img

By

Published : Jan 5, 2022, 10:42 PM IST

ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତ; ସର୍ବଦଳୀୟ ନିଷ୍ପତ୍ତିକୁ ସ୍ୱାଗତ କରିବ ଦଳ
ପଞ୍ଚାୟତ ନିର୍ବାଚନ ନେଇ ବିଜେଡି ପ୍ରସ୍ତୁତ; ସର୍ବଦଳୀୟ ନିଷ୍ପତ୍ତିକୁ ସ୍ୱାଗତ କରିବ ଦଳ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା 10 ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ଏ ନେଇ ସମସ୍ତ ରାଜନୈତିକ ଦଳର ସଭାପତି/ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖାଯାଇଛି । ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ତ୍ରିସ୍ତରୀୟ ପଞ୍ଚାୟତ ନେଇ ନିଷ୍ପତ୍ତି ନେବେ ନିର୍ବାଚନ ଆୟୋଗ । ବୈଠକରେ ସର୍ବ ଦଳୀୟ ନିଷ୍ପତ୍ତିକୁ ସ୍ୱାଗତ କରିବ ବୋଲି କହିଛି ବିଜେଡି ।

ବିଜେଡି କହିଛି ଯେ, ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ ଆୟୋଗ ବୈଠକ ଡାକିଛନ୍ତି । ବିଜେଡି ବୈଠକରେ ସାମିଲ ହେବ । ପଞ୍ଚାୟତ ନିର୍ବାଚନ ନେଇ ମତ ରଖିବ । ବୈଠକରେ ସର୍ବ ଦଳୀୟ ନିଷ୍ପତ୍ତିକୁ ସ୍ୱାଗତ କରିବ ବୋଲି କହିଛି ବିଜେଡି । ସଂକ୍ରମଣ ବଢୁଥିବାରୁ ନିର୍ବାଚନ ଠିକ ସମୟରେ ହେବା ଆଶଙ୍କା ସୃଷ୍ଟି ହୋଇଛି । ହେଲେ ଯେକୌଣସି ସମୟରେ ନିର୍ବାଚନ ହେଲେ ବିଜେଡି ପ୍ରସ୍ତୁତ ଅଛି । ନିର୍ବାଚନ କଟକଣା ମଧ୍ୟରେ ହେଲେ ଭଲ ହେବ ବୋଲି ବିଜେଡି ବୈଠକରେ ମତ ରଖିବ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.