ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହରରେ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି । କେଉଁଠି ରୋଗୀଙ୍କୁ ଅକ୍ସିଜେନ ଅଭାବ ହେଲାଣି ତ ଆଉ କେଉଁଠି ଶଯ୍ୟା ମିଳୁନି । ଏନେଇ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ସହ ତୁହାକୁ ତୁହା ବୈଠକ କରୁଛନ୍ତି । ଆଉ ଏହା ମଧ୍ୟରେ 6 ରାଜ୍ୟକୁ ଅକ୍ସିଜେନ ଯୋଗାଇବା ନେଇ ଓଡିଶା ଆଗକୁ ଆସିଛି ।
-
ମୁଁ ଶ୍ରେଷ୍ଠ 20 ଧନୀ ଭାରତୀୟ / କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟର ଅଂଶ ଭାବରେ କଣ ଆପଣ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିପାରିବେ ନାହିଁ? ଆପଣମାନଙ୍କ ମଧ୍ୟରୁ କେତେଜଣ ଏକ ବର୍ଷର ଲାଭରୁ ଏହା କରିଦେଇ ପାରନ୍ତି!
— Dr. Amar Patnaik (@Amar4Odisha) April 24, 2021 " class="align-text-top noRightClick twitterSection" data="
1/2 pic.twitter.com/MIJZnjCNGH
">ମୁଁ ଶ୍ରେଷ୍ଠ 20 ଧନୀ ଭାରତୀୟ / କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟର ଅଂଶ ଭାବରେ କଣ ଆପଣ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିପାରିବେ ନାହିଁ? ଆପଣମାନଙ୍କ ମଧ୍ୟରୁ କେତେଜଣ ଏକ ବର୍ଷର ଲାଭରୁ ଏହା କରିଦେଇ ପାରନ୍ତି!
— Dr. Amar Patnaik (@Amar4Odisha) April 24, 2021
1/2 pic.twitter.com/MIJZnjCNGHମୁଁ ଶ୍ରେଷ୍ଠ 20 ଧନୀ ଭାରତୀୟ / କମ୍ପାନୀକୁ ନିବେଦନ କରୁଛି! ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟର ଅଂଶ ଭାବରେ କଣ ଆପଣ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିପାରିବେ ନାହିଁ? ଆପଣମାନଙ୍କ ମଧ୍ୟରୁ କେତେଜଣ ଏକ ବର୍ଷର ଲାଭରୁ ଏହା କରିଦେଇ ପାରନ୍ତି!
— Dr. Amar Patnaik (@Amar4Odisha) April 24, 2021
1/2 pic.twitter.com/MIJZnjCNGH
ତେବେ ଆସନ୍ତା ମାସ ପହିଲାରୁ ଆରମ୍ଭ ହେଉଥିବା ସାମୂହିକ ଟିକାକରଣ ପୂର୍ବରୁ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଦେଶର ଶ୍ରେଷ୍ଠ 20 ଧନୀ ବ୍ୟକ୍ତିଙ୍କୁ 25% ଭାରତୀୟଙ୍କ ଟୀକାକରଣର ଭାର ବହନ କରିବାକୁ ଅପିଲ୍ କରିଛନ୍ତି ।
ସେ ଟ୍ବିଟରେ ଲେଖିଛନ୍ତି ‘ମୁଁ ଶ୍ରେଷ୍ଠ 20 ଧନୀ ଭାରତୀୟ / କମ୍ପାନୀକୁ ନିବେଦନ କରୁଛି ! ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟର ଅଂଶ ଭାବରେ କଣ ଆପଣ ଅତି କମରେ 25% ଭାରତୀୟଙ୍କୁ ଟୀକାକରଣର ଭାର ବହନ କରିପାରିବେ ନାହିଁ ? ଆପଣମାନଙ୍କ ମଧ୍ୟରୁ କେତେଜଣ ଏକ ବର୍ଷର ଲାଭରୁ ଏହା କରିଦେଇ ପାରନ୍ତି !
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ