ETV Bharat / city

ସାବାଡ ହେବେ ଠକ ସାଂସଦ, ପ୍ରଦର୍ଶନ ଟ୍ରାକିଂ କରିବ ବିଜେଡି

author img

By

Published : Jan 28, 2020, 2:07 PM IST

Updated : Jan 28, 2020, 2:24 PM IST

ସାଂସଦ ସଂସଦରେ କେତେ ସମୟ ରହୁଛନ୍ତି, ଆଉ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ କେତେ ଗୁରୁତ୍ବ ଦେଉଛନ୍ତି। ଏସବୁର ହିସାବ ରଖିବ ବିଜେଡି। ସଂସଦୀୟ ଦଳ ବୈଠକରେ ଏନେଇ ସୁପ୍ରିମୋ ସମସ୍ତଙ୍କୁ ବୁଝାଇଛନ୍ତି। ଅଧିକ ପଢନ୍ତୁ...

bjd parliamentary party
ସାବଡ ହେବେ ଠକ ସାଂସଦ, ସବୁ ସାଂସଦଙ୍କ ପ୍ରଦର୍ଶନ ଟ୍ରାକିଂ କରିବ ବିଜେଡି

ଭୁବନେଶ୍ବର: ସାଂସଦ, ସଂସଦରେ କେତେ ସମୟ ରହୁଛନ୍ତି, ଆଉ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗକୁ କେତେ ଗୁରୁତ୍ବ ଦେଉଛନ୍ତି। ଏସବୁର ହିସାବ ରଖିବ ବିଜେଡି। ଖାଲି ଯେ ସାଂସଦ ହୋଇ ବସି ରହିଲେ ହେବ ନାହିଁ ବରଂ ସଂସଦର ଉଭୟ ଗୃହରେ କେତେ ସମୟ ଆଲୋଚନା ପାଇଁ ଦେଉଛନ୍ତି, କେଉଁ ପ୍ରସଙ୍ଗରେ ଆଲୋଚନା ସମୟରେ ଅଂଶଗ୍ରହଣ କରୁଛନ୍ତି ତାର ଟ୍ରାକିଂ କରିବ ଦଳ।

ସାବାଡ ହେବେ ଠକ ସାଂସଦ, ସବୁ ସାଂସଦଙ୍କ ପ୍ରଦର୍ଶନ ଟ୍ରାକିଂ କରିବ ବିଜେଡି

ଏନେଇ ଏକ ସ୍ବତନ୍ତ୍ର ଫର୍ମାଟ ପ୍ରସ୍ତୁତ କରାଯାଇ ସବୁ ସାଂସଦଙ୍କୁ ଦିଆଯାଇଛି। ସଂସଦୀୟ ଦଳ ବୈଠକରେ ଏନେଇ ସୁପ୍ରିମୋ ସମସ୍ତଙ୍କୁ ବୁଝାଇଛନ୍ତି। ପ୍ରତି ଦୁଇମାସରେ ଥରେ ରିପୋର୍ଟ ଦେବେ ସାଂସଦ ଆଉ ଏସବୁର ସମୀକ୍ଷା କରାଯାଇ ସମ୍ପୃକ୍ତ ସାଂସଦଙ୍କ ପ୍ରଦର୍ଶନ କିଭଳି ଉନ୍ନତି ହେବ ସେ ନେଇ ଟିପ୍ସ ଦିଆଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସଂସଦରେ କେତେ ସମୟ ରହୁଛନ୍ତି, ଆଉ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ କେତେ ଗୁରୁତ୍ୱ ଦେଉଛନ୍ତି। ଏସବୁର ହିସାବ ରଖିବ ବିଜେଡି। ଖାଲି ଯେ ସାଂସଦ ହୋଇ ବସି ରହିଲେ ହେବ ନାହିଁ। ସଂସଦର ଉଭୟ ଗୃହରେ କେତେ ସମୟ ଆଲୋଚନା ପାଇଁ ଦେଉଛନ୍ତି, କେଉଁ ପ୍ରସଙ୍ଗରେ ଆଲୋଚନା ସମୟରେ ଅଂଶଗ୍ରହଣ କରୁଛନ୍ତି ତାର ଟ୍ରାକିଂ କରିବ ଦଳ। ଏନେଇ ର୍କ ସ୍ୱତନ୍ତ୍ର ଫର୍ମାତ ପ୍ରସ୍ତୁତ କରାଯାଇ ସବୁ ସାଂସଦଙ୍କୁ ଦିଆଯାଇଛି। ସଂସଦୀୟ ଦଳ ବୈଠକରେ ଏନେଇ ସୁପ୍ରିମୋ ସମସ୍ତଙ୍କୁ ବୁଝାଇଛନ୍ତି। ପ୍ରତି ଦୁଇମାସରେ ଥରେ ରିପୋର୍ଟ ଦେବେ ସାଂସଦ ଆଉ ଏସବୁର ସମୀକ୍ଷା କରାଯାଇ ସଂପୃକ୍ତ ସାଂସଦଙ୍କ ପ୍ରଦର୍ଶନ କିଭଳି ଉନ୍ନତି ହେବ ସେ ନେଇ ଟିପିସ ଦିଆଯିବ।

Body:ବାଇଟ ପିନାକୀ ମିଶ୍ର, ବିଜେଡି ସଂସଦୀୟ ଦଳ ନେତା
ବାଇଟ ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ

Conclusion:
Last Updated : Jan 28, 2020, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.