ETV Bharat / city

ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ସଂସଦରେ ଉଠିବ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ - ବିଜେଡି ସଂସଦୀୟ ଦଳ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ବଜେଟ ଅଧିବେଶନ ପୂର୍ବରୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦର ବଜେଟ ଅଧିବେଶନ ପାଇଁ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ସଂସଦରେ ଉଠିବ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

author img

By

Published : Jan 28, 2020, 1:55 PM IST

ଭୁବନେଶ୍ବର: ଜାନୁଆରୀ ୩୧ ତାରିଖରେ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ବିଜେଡି ପ୍ରସ୍ତୁତ କରିଛି ରଣନୀତି । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦର ବଜେଟ ଅଧିବେଶନ ପାଇଁ ବିଜେଡି ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

ନବୀନ ନିବାସରେ ସମସ୍ତ ସାଂସଦଙ୍କୁ ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏଥର ଏନପିଆର, ଜିଏସଟି ବାବଦ ବକେୟା ଅର୍ଥ, ରେଳ ପ୍ରକଳ୍ପ ତ୍ବରାନ୍ବିତକୁ ଅଧିକ ବଜେଟ , ମହାନଦୀ, ପୋଲାଭରାମ, କୋଇଲା ରୟାଲିଟି, କ୍ଲିନ ଏନର୍ଜୀ ସେସ୍‌ ଭଳି ପ୍ରସଙ୍ଗ ଉଠିବ ।

ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି, ସଂସଦରେ ଉଠିବ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ଏଥିସହିତ ଜାତିଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରିବା କଥା ମଧ୍ୟ ସଂସଦରେ ଉଠାଯିବ। ରାଜ୍ୟ କ୍ୟାବିନେଟରେ ଯେଉଁ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ସେ ସମସ୍ତ ପ୍ରସ୍ତାବକୁ ସଂସଦରେ ଦଳ ଉପସ୍ଥାପନ କରିବ ବୋଲି କହିଛନ୍ତି ସଂସଦୀୟ ଦଳ ନେତା ପିନାକୀ ମିଶ୍ର। ଏଥିସହିତ ବିଧାନ ପରିଷଦ କଥା ମଧ୍ୟ ସଂସଦରେ ଉଠାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସଂସଦର ବଜେଟ ଅଧିବେଶନ ପାଇଁ ବିଜେଡି ପ୍ରସ୍ତୁତ କରିଛି ରଣନୀତି। ନବୀନ ନିବାସରେ ସବୁ ସାଂସଦଙ୍କୁ ଡାକି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଏଥର ଏନପିଆର, ଜିଏସଟି ବାବଦ ବକେୟା ଅର୍ଥ, ରେଳ ପ୍ରକଳ୍ପ ତ୍ବରାନ୍ବିତ, ମହାନଦୀ, ପୋଲାଭରାମ, କୋଇଲା ରାୟଲୀଟି, କ୍ଲିନ ଏନର୍ଜୀ ସେସ ଭଳି ପ୍ରସଙ୍ଗ ତ ଉଠିବ । ଏଥିସହିତ ଜାତିଭିତ୍ତିକ ଜନଗଣନାରେ ଓବିସିକୁ ସାମିଲ କରିବା କଥା ବି ଉଠିବ। ରାଜ୍ୟ କ୍ୟାବିନେଟରେ ଯେଉଁ ପ୍ରସ୍ତାବ ଅନୁମୋଦନ ଲାଭ କରିଥିଲା ତା ଉପରେ ସଂସଦରେ ଉଠାଯିବ ବୋଲି କହିଛନ୍ତି ସଂସଦୀୟ ଦଳ ନେତା ପିନାକୀ ମିଶ୍ର। ଏଥିସହିତ ବିଧାନ ପରିଷଦ କଥା ଉଠିବ ବୋଲି ସେ କହିଛନ୍ତି।

Body:ବାଇଟ ପିନାକୀ ମିଶ୍ର, ବିଜେଡି ସଂସଦୀୟ ଦଳ ନେତା

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.