ETV Bharat / city

ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ପ୍ରତାପ ଦେବ

ପିପିଲି ଉପନିର୍ବାଚନ ନେଇ ସାନି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିଛି ନିର୍ବାଚନ କମିସନ । ବିଜ୍ଞପ୍ତି ପ୍ରକାଶ ପାଇବା ବିଧାୟକ ତଥା ପିପିଲି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେପି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । ଅଧିକ ପଢନ୍ତୁ...

BJD observer Pratap dev
ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ପ୍ରତାପ ଦେବ
author img

By

Published : Apr 19, 2021, 12:58 PM IST

Updated : Apr 19, 2021, 1:47 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବା ପ୍ରତିକ୍ରିୟା ରଖିଲେ ବିଧାୟକ ତଥା ପିପିଲି ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ।

ଚଳିତ 17 ତାରିଖ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି କାର୍ଯ୍ୟ କରୁଥିଲା । କିନ୍ତୁ ଦୁର୍ଭାଗ୍ୟର କଥା କଂଗ୍ରେସ ପ୍ରାର୍ଥୀଙ୍କର ଅକାଳ ବିୟୋଗରେ ନିର୍ବାଚନ ଏକମାସ ଘୁଞ୍ଚିଯାଇଛି । ହେଲେ ଦଳ ସମ୍ପୂର୍ଣ୍ଣ ପୂର୍ବ ପ୍ରସ୍ତୁତିରେ ରହିଛି । ପିପିଲିବାସୀ ମଧ୍ୟ ବିଜେଡିକୁ ଭୋଟ ଦେବା ପାଇଁ ମନ ସ୍ଥିର କରିସାରିଛନ୍ତି । ତେଣୁ ଯେଉଁ ସମୟରେ ଭୋଟ ହେଲେ ମଧ୍ୟ ଲୋକ ବଜେଡିକୁ ଭୋଟ ଦେବେ । କୋଭିଡ କଟକଣା ମଧ୍ୟରେ ଦଳ ନିର୍ବାଚନ ପ୍ରଚାର କରିବ। ନିର୍ବାଚନ କମିଶନ ଯେଉଁ ନିୟମ କରିବେ ସେ ନିୟମ ଅନୁସାରେ ଦଳ ନିର୍ବାଚନ ପ୍ରଚାର କରିବ ।

ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ: ପ୍ରତାପ ଦେବ

ସୂଚନାଥାଉକି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କୋରୋନା ଜନିତ ମୃତ୍ୟୁ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିସନ । ଶନିବାର ଦିନ ନିର୍ବାଚନ କମିସନ ମେ 13 ତାରିଖ ପିପିଲି ଉପନିର୍ବାଚନ ନେଇ ଘୋଷଣା କରିଛି । ଆଜି ସାନି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

Last Updated : Apr 19, 2021, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.