ETV Bharat / city

କେନ୍ଦ୍ର ଅବହେଳା ଉଠାଇଲାନି ବିଜେଡି ! - pollitical news

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବିଜେଡି ପଦଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ପୂର୍ବରୁ କେନ୍ଦ୍ର ଉପରେ ଗର୍ଜୁଥିବା ବିଜେଡି ମୁଖିଆ ଏବେ ଟିକେ ନରମ ମନୋଭାବ ପୋଷଣ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ପଢନ୍ତୁ ସମ୍ପୁର୍ଣ୍ଣ ଖବର...

କେନ୍ଦ୍ର ଅବହେଳା ଉଠାଇଲାନି ବିଜେଡି!
author img

By

Published : Oct 2, 2019, 8:54 PM IST

ଭୁବନେଶ୍ବର: ପଦଯାତ୍ରାରେ କେନ୍ଦ୍ର ଅବହେଳା କଥା ଭୁଲିଗଲା ବିଜେଡି । ପ୍ରତିବର୍ଷ ବିଶେଷ କରି ନିର୍ବାଚନୀ ବର୍ଷରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଥାଏ ।

କେନ୍ଦ୍ର ଅବହେଳା ଉଠାଇଲାନି ବିଜେଡି!

ଏବେ କିନ୍ତୁ ମୁଖିଆ ପୁରା ଚୁପ । ତୃଣମୂଳ ସ୍ତରର ନେତା ଓ କର୍ମୀ ଚାହିଁ ବସିଥିଲେ ମୁଖିଆ କ’ଣ ବାର୍ତା ଦେଉଛନ୍ତି । ତାହାରି ଉପରେ ଥିଲା ସମସ୍ତଙ୍କ ନଜର । ହେଲେ ସେପରି କିଛି ହେଲା ନାହିଁ। ଯେହେତୁ ନିର୍ବାଚନ ବର୍ଷ ଥିଲା ସେଥିପାଇଁ କେନ୍ଦ୍ର ଅବହେଳାକୁ ଢାଲ କରୁଥିଲା ବିଜେଡି ।

ନିର୍ବାଚନ ପରେ ଦଳ ତାର ଆଭିମୁଖ୍ୟ ବଦଳାଇଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି । କିନ୍ତୁ ଦଳର ଆଭିମୁଖ୍ୟ ସମାନ ରହିଛି । ତେବେ ଆଇନଗତ ସମସ୍ୟା ପାଇଁ ଦଳ ଏହାକୁ ଉଠାଉ ନଥିବା କହିଛନ୍ତି ଦେବୀପ୍ରସାଦ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପଦଯାତ୍ରାରେ କେନ୍ଦ୍ର ଅବହେଳା କଥା ଭୁଲିଗଲା ବିଜେଡି। ପ୍ରତିବର୍ଷ ବିଶେଷ କରି ନିର୍ବାଚନୀ ବର୍ଷରେ କେନ୍ଦ୍ର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଥାଏ। ହେଲେ ଏଥର ପୁରା ଚୁପ ମୁଖିଆ। ତ୍ରୁଣ ମୂଳ ସ୍ତରର ନେତା ଓ କର୍ମୀ ଚାହିଁଥିଲେ କି ମୁଖିଆ କଣ ବାର୍ତା ଦେଉଛନ୍ତି ତାଉପରେ ନଜର ରଖିଥିଲେ। ହେଲେ ସେପରି କିଛି ହେଲା ନାହିଁ। ଯେହେତୁ ନିର୍ବାଚନ ବର୍ଷ ଥିଲା ସେଥିପାଇଁ କେନ୍ଦ୍ର ଅବହେଳାକୁ ଢାଲ କରୁଥିଲା ବିଜେଡି। ହେଲେ ନିର୍ବାଚନ ପରେ ଦଳ ତାର ଆଭିମୁଖ୍ୟ ବଦଳାଇଛି। ଏନେଇ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ଏବେ ମଧ୍ୟ ଦଳର ଆଭିମୁଖ୍ୟ ସମାନ। ତେବେ ଆଇନଗତ ସମସ୍ୟା ପାଇଁ ଦଳ ତାକୁ ଉଥାଉ ନାହିଁ।Body:ବାଇଟ ଦେବୀପ୍ରସାଦ ମିଶ୍ର, ବିଜେଡି ଉପସଭାପତିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.