ETV Bharat / city

ବାଇ ଲ ପ୍ରସଙ୍ଗ: ରାଜନୀତି ଛଡା କିଛି ନାହିଁ କହିଲେ ସୌମ୍ୟରଞ୍ଜନ - ବାଇ ଲ ପ୍ରସଙ୍ଗ ସୌମ୍ୟରଞ୍ଜନଙ୍କ ନାପସନ୍ଦ

ବାଇ ଲ ପ୍ରସଙ୍ଗର ପ୍ରତିକ୍ରିୟା ରଖିଛି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୋର ବ୍ୟକ୍ତିଗତ ମତ ରାଜନୀତି ଛଡା ଏଥିରେ କିଛି ନାହିଁ । ଠାକୁରଙ୍କୁ ମଧ୍ୟ ରାଜନୀତି ପରିବେଶକୁ ଟାଣିବାକୁ ସଂକୋଚ କରୁନାହାଁନ୍ତି ବୋଲି କହିଛନ୍ତି । ଅଧିକ ପଢନ୍ତୁ...

soumyaranjan pattnaik reaction on By laws
ମନ୍ଦିରକୁ ନେଇ ରାଜନୀତିକରଣକୁ ସୌମ୍ୟରଞ୍ଜନଙ୍କ ନାପସନ୍ଦ
author img

By

Published : Feb 16, 2021, 7:17 PM IST

ଭୁବନେଶ୍ବର: ବାଇ ଲ ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ମୋର ବ୍ୟକ୍ତିଗତ ମତ ରାଜନୀତି ଛଡା ଏଥିରେ କିଛି ନାହିଁ । ଠାକୁରଙ୍କୁ ମଧ୍ୟ ରାଜନୀତି ପରିବେଶକୁ ଟାଣିବାକୁ ସଂକୋଚ କରୁନାହାଁନ୍ତି ନିଜର ଜନାଧାର ବଜାୟ ରଖିବା ପାଇଁ ବୋଲି କହିଛନ୍ତି ।

ମନ୍ଦିରକୁ ନେଇ ରାଜନୀତିକରଣକୁ ସୌମ୍ୟରଞ୍ଜନଙ୍କ ନାପସନ୍ଦ

ମାଟି ବଡ଼ ନୁହେଁ ପାର୍ଟି ବଡ଼ ଭାବିବା ଠିକ ନୁହେଁ। କିଛି ପ୍ରସଙ୍ଗ ଅଛି ପାର୍ଟିର କିଛି ମାନେ ନାହିଁ। ବିଜେପି ମାଟିର କଥା କୁହେ ସେମାନେ ଅଧିକ ଚିନ୍ତା କରିବା ଉଚିତ। ଅଯଥାରେ କାହିଁକି କଣ୍ଟାବାଡ଼ରେ ଲୁଗା ପକାଇ କଲି କରାଯାଉଛି। ସରକାର କଣ ହଠାତ ଜଗନ୍ନାଥ ମନ୍ଦିରରେ ସୌନ୍ଦର୍ଯ୍ୟକରଣ କଲେ ? କେନ୍ଦ୍ରମନ୍ତ୍ରୀ ମାନେ କଣ ଜାଣିନାହାନ୍ତି ନିର୍ବାଚନ ପରେ ସରକାରଙ୍କ ପ୍ରମୁଖ ମୁଦ୍ଦା ମନ୍ଦିରରେ ସଂସ୍କାର କରିବା ? ଏଏସଆଇ କଣ ନଥିଲା କି ? ଆରମ୍ଭରୁ କହିଲଣି ଏ ପରି ହୋଇପାରିବନି । କଣ୍ଟାବାଡ଼ରେ ଲୁଗା ପକାଇ ଜିତିବା ଅପେକ୍ଷା ଦୁଇ ଜଣ ହାତ ମିଳାଇ ବିକାଶ କରୁନାହାଁନ୍ତି । ବିଜେପିର ଭିନ୍ନ ନେତା ଭିନ୍ନ କଥା କହୁଛନ୍ତି । ତାଙ୍କ ଦଳର ନେତା ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.