ETV Bharat / city

ସେପ୍ଟେମ୍ବର ୨୮ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ସେପ୍ଟେମ୍ବର ୨୮ରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବସିବ ଏହି ବୈଠକ । ଅଧିକ ପଢନ୍ତୁ...

author img

By

Published : Sep 25, 2020, 1:24 PM IST

ସେପ୍ଟେମ୍ବର ୨୮ରେ ବସିବ ବିଜେଡି ବିଧାୟକ ଦଳ ବୈଠକ
ସେପ୍ଟେମ୍ବର ୨୮ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ସେପ୍ଟେମ୍ବର ୨୮ରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଅପରାହ୍ନ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠ ଓ ନୂତନ ସମ୍ମିଳନୀ କକ୍ଷରେ ବସିବ ଏହି ବିଧାୟକ ଦଳ ବୈଠକ ।

ବିଜେଡିର ସମସ୍ତ ବିଧାୟକ ଓ ବିଧାୟିକା ଏଥିରେ ଯୋଗଦାନ କରିବେ । ତେବେ ଷୋଡଶ ଓଡିଶା ବିଧାନସଭାର ଚତୁର୍ଥ ଅଧିବେଶନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.