ETV Bharat / city

ବିରୋଧୀଙ୍କ ଅପପ୍ରଚାର BJD ଉପରେ ପ୍ରଭାବ ପକାଇନଥିଲା ଏବେ ବି ପକାଇବନି: ଅତନୁ ସବ୍ୟସାଚୀ

ଚଳିତ ନିର୍ବାଚନରେ ବିରୋଧୀଙ୍କ ଅପପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ କହିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ

ପୂର୍ବରୁ ବିରୋଧୀଙ୍କ ଅପପ୍ରଚାର BJD ଉପରେ ପ୍ରଭାବ ପକାଇନଥିଲା ଏବେ ବି ପକାଇବନି: ଅତନୁ ସବ୍ୟସାଚୀ

author img

By

Published : Jan 23, 2022, 3:55 PM IST

Updated : Jan 23, 2022, 4:16 PM IST

ଭୁବନେଶ୍ବର: ବିରୋଧୀଙ୍କ ଆରୋପ, ଅପପ୍ରଚାରକୁ ନେଇ ମତ ରଖିଲା ଶାସକ ଦଳ ବିରୋଧୀ । ଗତକାଲି(ଶନିବାର) ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଧାୟକ, ଜିଲ୍ଲା ସଭାପତି ଏବଂ ପର୍ଯ୍ୟବେକ୍ଷକଙ୍କୁ ପଞ୍ଚାୟତ ନିର୍ବାଚନ ନେଇ ଗୁରୁମନ୍ତ୍ର ଦେବା ପରେ ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି । ଆମ ଦଳ ଜନହିତକର କାର୍ଯ୍ୟ କରୁଛି, ବିରୋଧୀଙ୍କ ଅପପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ବିରୋଧୀଙ୍କ ଅପପ୍ରଚାର BJD ଉପରେ ପ୍ରଭାବ ପକାଇନଥିଲା ଏବେ ବି ପକାଇବନି: ଅତନୁ ସବ୍ୟସାଚୀ

ଅତନୁ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିରୋଧୀଙ୍କ ପାଖରେ ଅସ୍ତ୍ର ନ ଥାଏ, ଲୋକଙ୍କ ସହିତ ବିଜୁ ଜନତା ଦଳ ରହିଛି ଏବଂ ଲଗାତାର ସଫଳତା ହାସଲ କରୁଛି । ସେଥିପାଇଁ ବିରୋଧୀ ଅପପ୍ରଚାର କରୁଛନ୍ତି, ସେ ଅପପ୍ରଚାରକୁ ଲୋକେ ଗ୍ରହଣ କରିବେ ନାହିଁ, ବିଗତ ଦିନରେ ଗ୍ରହଣ କରି ନାହାନ୍ତି ଆଜି ମଧ୍ୟ କରିବେ ନାହିଁ । ଆମେ ବିଜୁ ଜନତା ଦଳର ଯେଉଁ କର୍ମୀମାନେ ଅଛୁ ନିଶ୍ଚିତ ଭାବରେ ଅପପ୍ରଚାର ରୋକିବୁ ଏବଂ ଠିକଣା ଜିନିଷ ଲୋକଙ୍କ ପାଖରେ ପହଞ୍ଚାଇବୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 23, 2022, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.