ETV Bharat / city

ମତଦାନରେ ଅନିୟମିତତା, ନିର୍ବାଚନ ଆୟୋଗକୁ ଭେଟିଲା ବିଜେଡି - ମତଦାନରେ ଅନିୟମିତତା

ମୟୂରଭଞ୍ଜ ଜିଲ୍ଳା ୩୩ ନମ୍ବର ଜିଲ୍ଳା ପରିଷଦ ଜୋନ ବିଷୋୟୀ-କରେ ମତଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ମତଦାନରେ ବ୍ୟାପକ ଅନିୟମିତତା ନେଇ ନିର୍ବାଚନ ଆୟୋଗକୁ ଭୋଟିଲା ବିଜେଡି

author img

By

Published : Feb 27, 2022, 1:03 PM IST

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଳା 33 ନଂ ଜିଲ୍ଳା ପରିଷଦ ଜୋନ ବିଷୋୟୀ-କରେ ଭୋଟରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି ପ୍ରତିନିଧି ଦଳ । ବିଷୋୟୀ-କରେ ଭୋଟରେ କିଛି ମୃତ ଲୋକଙ୍କ ନାଁରେ ଭୋଟ ଦେବା ଏବଂ ବୁଥରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ନିର୍ବାଚନ ଆୟୋଗକୁ ଭୋଟିଛି ବିଜେଡି ।

ମତଦାନରେ ବ୍ୟାପକ ଅନିୟମିତତା ନେଇ ନିର୍ବାଚନ ଆୟୋଗକୁ ଭୋଟିଲା ବିଜେଡି

ଏହା ସହ ୩୩ ନମ୍ବର ଜିଲ୍ଳା ପରିଷଦ ଜୋନରେ ପୁନଃ ଗଣତି ପାଇଁ ଦାବି କରିଥିବା କଥା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ ପାତ୍ରଙ୍କ ଅଭିଯୋଗ ଅନୁସାରେ, ଜେଏମଏମର କିଛି ପ୍ରାର୍ଥୀ ବୁଥରେ ବ୍ୟାପକ ଅନିୟମିତତା କରିି ମୃତ ବ୍ୟକ୍ତିଙ୍କ ନାଁରେ ଭୋଟ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.