ETV Bharat / city

BMC Municipal Polls: ନାମାଙ୍କନ ଭରିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା - ନାମାଙ୍କନ ଭରିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ନାମାଙ୍କନ ଭରିଲେ ବିଜେଡ଼ି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଅଧିକ ପଢନ୍ତୁ

Municipal Poll: ନାମାଙ୍କନ ଭରିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

author img

By

Published : Mar 7, 2022, 3:01 PM IST

ଭୁବନେଶ୍ବର: ନାମାଙ୍କନ ଭରିଲେ ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଆଜି(ସୋମବାର) ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବାରୁ ସେ ନାମାଙ୍କନ ପତ୍ର ଭରିଛନ୍ତି । ତେବେ ଏହି ସମୟରେ ତାଙ୍କ ସହିତ ଭୁବନେଶ୍ବରର ୩ ବିଧାୟକ ଆସିଥିବା ଦେଖିବାକୁ ମିଳିଛି ।

ନାମାଙ୍କନ ଭରିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

ଗତ ୫ ତାରିଖରେ ବିଜେଡ଼ି ଭୁବନେଶ୍ବର ମେୟର ପ୍ରାର୍ଥୀ ପାଇଁ ସୁଲୋଚନାଙ୍କ ନାମ ଘୋଷଣା କରିଥିଲା । ସେ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପାଇଁ ଦାବିଦାର ଭାବେ ଚୟନ ହୋଇଥିବାରୁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ସେପଟେ ଆସନ୍ତା ୨୪ ତାରିଖଠାରୁ ପୌର ନିର୍ବାଚନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ୨୬ ରେ ଭୋଟ ଗଣତି ହେବ । ଏଥିଲାଗି ଗତ ୨ ତାରିଖଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.