ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ବସିଲା ବିଜେଡି ବିଧାୟକ ଦଳ ବୈଠକ

author img

By

Published : Jul 2, 2022, 11:40 AM IST

ବଜେଟ ଅଧିବେଶନ ପୂର୍ବରୁ ବସିଲା ବିଜେଡି ବିଧାୟକ ଦଳ ବୈଠକ । ଭିସି ଯୋଗେ ଅଧ୍ୟକ୍ଷତା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରୋଧୀଙ୍କୁ ମାତ ଦେବା ପାଇଁ ହେଲା ଆଲୋଚନା । ଅଧିକ ପଢନ୍ତୁ

ବଜେଟ ଅଧିବେଶନ ପୂର୍ବରୁ ବସିଲା ବିଜେଡି ବିଧାୟକ ଦଳ ବୈଠକ
ବଜେଟ ଅଧିବେଶନ ପୂର୍ବରୁ ବସିଲା ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ବସିଲା ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଭିସି ଜରିଆରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ଅଧିବେଶନ ରଣନୀତି ଏବଂ ବିରୋଧୀଙ୍କୁ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.