ETV Bharat / city

Panchayat Vote counting: 532 ଆସନରେ Won/Leads BJD - ପଞ୍ଚାୟତ ଭୋଟ ଗଣତି ଖବର

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ମୋଟ ୮୫୨ ଆସନ ମଧ୍ୟରୁ ବିଜେଡି ମୋଟ ୫୩୨ଟି ଆସନରେ ବିଜୟ/ଲିଡ୍‌ କରୁଛି । ଅଧିକ ପଢ଼ନ୍ତୁ

Panchayat Vote counting: ୫୩୨ ଆସନରେ ବଜେଡି ଚମକିଲା

author img

By

Published : Feb 27, 2022, 2:20 PM IST

ଭୁବନେଶ୍ବର: ରବିବାର ସକାଳୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି । ତେବେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ସୁଦ୍ଧା ବିଜେଡି ମୋଟ ୮୫୨ ଆସନ ମଧ୍ୟରୁ ବିଜେଡି ମୋଟ ୫୩୨ଟି ଆସନରେ ବିଜୟ/ଲିଡ୍‌ କରୁଛି । ସେପଟେ ବିଜେପି ଆଜି ମଧ୍ୟ ପଛରେ ପଡ଼ିଯାଇଛି । ବିଜେପି ମୋଟ ୧୪ଟି ଆସନରେ ବିଜୟୀ କିମ୍ବା ଲିଡ୍‌ କରୁଛି । କଂଗ୍ରେସ ଏଥର ଟିକିଏ ଭଲ ପ୍ରଦର୍ଶନ କରି ୩୦ଟି ଆସନରେ ଭଲ ପ୍ରଦର୍ଶନ କିମ୍ବା ଲିଡ୍‌ କରୁଛି ।

ଅନ୍ୟାନ୍ୟ ଦଳ ବା ସ୍ବାଧୀନ ପ୍ରାର୍ଥୀ ୯ଟି ଆସନରେ ବିଜୟୀ କିମ୍ବା ଲିଡ୍‌ କରିଛନ୍ତି । ବିଜେଡି ରଥ ଆଗେଇ ଚାଲିଥିବା ବେଳେ । ପଛରେ ପଡ଼ିଯାଇଛି ବିଜେପି । ଗତଥର ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଏଥର ପଛରେ ପଡ଼ିଯାଇଥିବା ଦେଖା ଦେଇଛି । ଦୁର୍ବଳ ନେତୃତ୍ବ ଯୋଗୁଁ ଲୋକଙ୍କ ପାଖରେ ନପହଞ୍ଚି ପାରିବା କ୍ଷମତା ଯୋଗୁଁ ଫେଲ୍‌ ମାରିଥିବା କଥା କହିଛନ୍ତି ବିଜେଡି ନେତା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.