ETV Bharat / city

କଂଗ୍ରେସ ଭବନରେ ଆକ୍ରମଣ ପଛରେ ବିଜେଡି, ମାସ୍କ ଦୁର୍ନୀତି ନେଇ ରକ୍ତ ଚାଉଳ ଚୋବାଉଛି ଦଳ

author img

By

Published : Jun 13, 2020, 2:16 PM IST

ମାସ୍କ ଦୁର୍ନୀତି ନେଇ କଂଗ୍ରେସ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଆସିଛି । ତେଣୁ କଂଗ୍ରେସ ଭବନକୁ ଶାସକ ବିଜେଡି ଦଳ ପକ୍ଷରୁ ଆକ୍ରମଣ କରିଛି ବୋଲି କଂଗ୍ରେୃସ ନେତା ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସ ଭବନରେ ଆକ୍ରମଣ ପଛରେ ବିଜେଡି
କଂଗ୍ରେସ ଭବନରେ ଆକ୍ରମଣ ପଛରେ ବିଜେଡି

ଭୁବନେଶ୍ବର: ମାସ୍କ ଦୁର୍ନୀତିକୁ ନେଇ କଂଗ୍ରେସ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଆସୁଛି । ଏହାକୁ ଚପେଇବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି । ଏନେଇ ବିଜେଡି ପକ୍ଷରୁ କଂଗ୍ରେସ ଭବନକୁ ଉପରକୁ ଆକ୍ରମଣକୁ କରିଥିବା କହିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ ।

କଂଗ୍ରେସ ଭବନରେ ଆକ୍ରମଣ ପଛରେ ବିଜେଡି

କଂଗ୍ରେସ ଭବନରେ ଆକ୍ରମଣ ପଛରେ ଶାସକ ବିଜେଡିର ହାତ ଥିବା ଅଭିଯୋଗ କରିଛି ଦଳ। ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କହିଛନ୍ତି, ଗତକାଲି ଦଳର ନେତା ସୁଦର୍ଶନ ଦାସ ଓ ଅନ୍ୟମାନଙ୍କୁ ଆକ୍ରମଣ କରାଯାଇଛି।

ମାସ୍କ ଦୁର୍ନୀତି ନେଇ ଦଳ ପର୍ଦାଫାଶ କରିଛି। ଲୋକେ ସବୁ ଜାଣିଲେଣି। ତେଣୁ ଏଭଳି ଘଟଣାକୁ ସେ ନିନ୍ଦା କରିବା ସହିତ ଆଗକୁ ଏହି ସ୍ୱର ଅଧିକ ରହିବ ବୋଲି କହିଛନ୍ତି ପ୍ରଦୀପ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.