ETV Bharat / city

କାଳିଆକୁ ନେଇ ପୁଣି ଅଡୁଆରେ ସରକାର - ଭୁବନେଶ୍ବର

ବିଜେଡି ଇସ୍ତାହାରରେ କାଳିଆ କମିଶନ ଗଠନ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନବାଚୀ ଉଠାଇଛି ବିଜେପି। ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଖରେ କାଳିଆ ହିତାଧିକାରୀଙ୍କ ତାଲିକା ନାହିଁ କି ଟଙ୍କା ମଧ୍ୟ ନାହିଁ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 12, 2019, 2:56 PM IST

ଭୁବନେଶ୍ବର: ବିଜେଡି ଇସ୍ତାହାରରେ କାଳିଆ କମିଶନ ଗଠନ ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନବାଚୀ ଉଠାଇଛି ବିଜେପି। ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପାଖରେ କାଳିଆ ହିତାଧିକାରୀଙ୍କ ତାଲିକା ନାହିଁ କି ଟଙ୍କା ମଧ୍ୟ ନାହିଁ । କେବଳ କମିଶନ ନାଁରେ ଚାଷୀଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଭେଳିକି କରୁଛନ୍ତି।

ନିର୍ବାଚନରେ ହାରିଯିବା ଭୟରେ ସେ ଏଭଳି ପ୍ରୟାସ କରିଛନ୍ତି । ଏହା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ବସାଯାଇଥିବା କମିଶନ ର କୌଣସି ରିପୋର୍ଟ ଆସିନଥିବା ବେଳେ ଏବେ କାଳିଆ କମିଶନ କରି ଠକିବା ପ୍ରୟାସ କରୁଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଛନ୍ତି। ଏହାର ଜବାବ ଚାଷୀ ଦେବେ। ଚାଷୀଙ୍କର ଏ ସରକାର ଉପରେ ଭରଷା ନାହିଁ। ୧୯ବର୍ଷ ଶାସନ କ୍ଷମତାରେ ରହିବା ପରେ ମଧ୍ୟ ଶୀତଳ ଭଣ୍ଡାର କଲେ ନାହିଁ, ଚାଷୀର ଜମିକୁ ପାଣି ଦେଇନଥିବା ସରକାର ଏବେ କମିଶନ ଭେଳିକି ଦେଖାଉଛି ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

କାଳିଆକୁ ନେଇ ପୁଣି ଅଡୁଆରେ ସରକାର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.