ETV Bharat / city

ପାର୍ଲିଆମେଣ୍ଟରେ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ରଖୁଛି ବିଜେଡ଼ି: ବିଜେପି

author img

By

Published : Feb 6, 2021, 2:32 PM IST

ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି ସସ୍ମିତଙ୍କ ମନ୍ତବ୍ୟ । ବିକାଶକୁ ରୋକିବା ପାଇଁ ବିଜେଡି ଷଡ଼ଯନ୍ତ୍ର କରୁଛି ବୋଲି ଆରୋପ ଆଣିଛି ବିଜେପି । ଅଧିକ ପଢନ୍ତୁ...

ପାର୍ଲିଆମେଣ୍ଟରେ ମିଥ୍ୟା ଓ ବିଭ୍ରାନ୍ତି କର ତଥ୍ୟ ରଖୁଛି ବିଜେଡ଼ି: ବିଜେପି

ଭୁବନେଶ୍ବର: ସସ୍ମିତଙ୍କ ମନ୍ତବ୍ୟ ପାର୍ଲିଆମେଣ୍ଟରେ ଏକ କଳୁଷିତ ଅଧ୍ୟାୟ ସୃଷ୍ଟି କରିଛି । ବିକାଶକୁ ରୋକିବା ପାଇଁ ବିଜେଡି ଷଡ଼ଯନ୍ତ୍ର କରୁଛି ବୋଲି ଅଭିଯୋଗ ଆଣିଛି ବିଜେପି । ଶୁକ୍ରବାର ପାର୍ଲିଆମେଣ୍ଟରେ ସ୍ବାମୀନାଥନ କମିଟି ରିପୋର୍ଟକୁ ନେଇ ବିଭ୍ରାନ୍ତି କର ତଥ୍ୟ ରଖିଛନ୍ତି ସସ୍ମିତ। ଏହାସହ କଷ୍ଟ ଅଫ ପ୍ରଡ଼କ୍ସନକୁ ନେଇ ସସ୍ମିତ ପାତ୍ର ଦ୍ବନ୍ଦ ଉଠାଇଥିଲେ । ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଓ ସିଏସିପିର ରିପୋର୍ଟକୁ ଭଲ ଭାବେ ପଢନ୍ତୁ ବୋଲି ବିଜେପି କହିଛି।

ମନ୍ତବ୍ୟ ଦେଇ ଅନେକ କିଛି ବିଭ୍ରାନ୍ତି କରୁଛନ୍ତି ସସ୍ମିତ। ପୁଣି ଥରେ ସେ ପ୍ରମାଣିତ କରିଛନ୍ତି ବିଜେଡି ମିଥ୍ୟା ତଥ୍ୟର ସୌଦାଗର । ରାଜ୍ୟ ସରକାରଙ୍କ ପ୍ରତିନିଧି ଖୋଲା ବିତର୍କ ପାଇଁ ଆଗକୁ ଆସନ୍ତୁ । ବିତର୍କ ପାଇଁ ବିଜେପି ପ୍ରସ୍ତୁତ ଅଛି।

ସେହିପରି ମଣ୍ଡି ସମସ୍ୟା ଓ ଟୋକନ ଅବ୍ୟବସ୍ଥା ନେଇ ସରକାରଙ୍କୁ ପୃଥ୍ବୀରାଜ ହରିଚନ୍ଦନଙ୍କ ଟାର୍ଗେଟ । ବରଗଡ଼ରେ 100 ଟଙ୍କା ବୋନସ ଦେବା ପାଇଁ ଘୋଷଣା କରିଥିଲେ ସରକାର ହେଲେ କେତେ ଦେଇଛନ୍ତି ଓ କେତେ ଧାନ ଉପରେ ଦେଇଛନ୍ତି ଜବାବ ରଖନ୍ତୁ । ଏହାସହ ରାଜ୍ୟର ସମସ୍ତ ଧାନ କିଣନ୍ତୁ ।

ଅନ୍ୟ ରାଜ୍ୟ ମାନେ ବଳକା ଧାନ କିଣିବା ପାଇଁ ପଦକ୍ଷେପ ନେଉଛନ୍ତି ମାତ୍ର ରାଜ୍ୟ ସରକାର ସେଥିଲାଗି କଣ ପଦକ୍ଷେପ ନେଇଛନ୍ତି ଜବାବ ରଖନ୍ତୁ । ଜଳସେଚନ ଓ ସିଡ ସମସ୍ୟା ପ୍ରସଙ୍ଗ ବି ଉଠାଇଲା ବିଜେପି। ଗତ ଦୁଇ ତିନି ବର୍ଷରେ କୃଷି ବଜେଟ ଦୁଇ ଗୁଣା ବୃଦ୍ଧି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.