ETV Bharat / city

ସଂସଦରେ ଓଡିଶାକୁ 'ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା' ଦାବି କଲା ବିଜେଡି - ସ୍ବତନ୍ତ୍ର ରାଜ୍ୟ ପାହ୍ୟା

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ ବୋଲି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

ସଂସଦରେ ଓଡିଶାକୁ 'ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା' ଦାବି କଲା ବିଜେଡି

author img

By

Published : Aug 6, 2021, 3:38 PM IST

ନୂଆଦିଲ୍ଲୀ: ସଂସଦର ଶୂନ୍ୟକାଳ ସମୟରେ ଓଡିଶାର ହକ୍‌ ପାଇଁ ଦାବି ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ ବୋଲି ରାଜ୍ୟସଭାରେ ଦାବି କରିଛନ୍ତି ସସ୍ମିତ ।

ଏହା ବହୁତ ବଡ ବିଷୟ । ପ୍ରଥମ କଥା ଓଡିଶା ପ୍ରଗତି କରୁଛି । ବିକାଶ ପଥରେ ଆଗେଇ ଚାଲିଛି । ଅନ୍ୟପକ୍ଷେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ପ୍ରଭାବିତ ହୋଇଛି । ଆଉ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ଓ ରାଜ୍ୟର ଅଂଶୀଦାନ ଢାଞ୍ଚାରେ ପରିବର୍ତ୍ତନ ଆସୁ ବୋଲି କହିଛନ୍ତି ବିଜେଡି ସାଂସଦ ।

ସଂସଦରେ ଓଡିଶାକୁ 'ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା' ଦାବି କଲା ବିଜେଡି

ଏହା ମଧ୍ୟ ପଢନ୍ତୁ- ସଂସଦରେ ଓଡିଶା ପ୍ରସଙ୍ଗ: ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ପିନାକୀ ମିଶ୍ର

ଓଡିଶା ଭଳି ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସୁପାରିଶ କରିଆସୁଛନ୍ତି । ପ୍ରାକୃତିକ ବପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ୯୦ ପ୍ରତିଶତ ପାଣ୍ଠି ଦେଉ ବୋଲି ଦାବି କରିଛନ୍ତି ସସ୍ମିତ ପାତ୍ର । ଏହାଯୋଗୁଁ ଭିତ୍ତିଭୂମି ବିକାଶରେ ପରିବର୍ତ୍ତନ ଆସିବ ବୋଲି ମତ ରଖିଛନ୍ତି ସସ୍ମିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.