ETV Bharat / city

15 ବରିଷ୍ଠ ନେତାଙ୍କୁ ବିଜେଡ଼ି ବାଣ୍ଟିଲା ବରିଷ୍ଠ ସାଧାରଣ ସମ୍ପାଦକ ପଦ - bjd

ବିଜେଡ଼ି 15 ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦ ବାଣ୍ଟିଛି । କାହାକୁ ମିଳିଛି କେଉଁ ଦାୟିତ୍ବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

15 ବରିଷ୍ଠ ନେତାଙ୍କୁ ମିଳିଲା ବରିଷ୍ଠ ସାଧାରଣ ସମ୍ପାଦକ ପଦ

author img

By

Published : Jul 8, 2020, 10:04 PM IST

ଭୁବନେଶ୍ବର: ବିଜୁ ଜନତା ଦଳ 15 ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ବସାଇଛି । ସେମାନେ ହେଲେ ନୃସିଂହ ସାହୁ, ଅଶୋକ ପଣ୍ଡା, କାଳିକେଶ ସିଂଦେଓ, ପ୍ରୀତିରଞ୍ଜନ ଘଡେଇ, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରତାପ ଜେନା, ନବ ଦାସ, ସରୋଜିନୀ ହେମ୍ବ୍ରମ, ରମେଶ ମାଝୀ, ଶଶୀଭୂଷଣ ବେହେରା ଏବଂ ସୁମିତ୍ରା ଜେନା । ଏଥି ସହିତ ସେମାନଙ୍କୁ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

15 ବରିଷ୍ଠ ନେତାଙ୍କୁ ମିଳିଲା ବରିଷ୍ଠ ସାଧାରଣ ସମ୍ପାଦକ ପଦ
15 ବରିଷ୍ଠ ନେତାଙ୍କୁ ମିଳିଲା ବରିଷ୍ଠ ସାଧାରଣ ସମ୍ପାଦକ ପଦ

ମନ୍ତ୍ରୀ ଅଶୋକ ପଣ୍ଡା, କଳିକେଶ ସିଂହଦେଓ ଓ ପ୍ରୀତିରଂଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ବ । ସେହିଭଳି ନୃସିଂହ ଚରଣ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ, ଅରୁଣ ସାହୁ ଓ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ବ । ସେହିପରି ରବି ନନ୍ଦ, ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ ଦାୟିତ୍ବ, ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର ଦାୟିତ୍ବ ମିଳିଛି ।

ଅନ୍ୟପଟେ ମନ୍ତ୍ରୀ ପ୍ରତାପ ଜେନା ଓ ନବକିଶୋର ଦାସଙ୍କୁ ସଶକ୍ତ ଓଡିଶା ଦାୟିତ୍ବ । ରମେଶ ମାଝୀ ଓ ସରୋଜିନୀ ହେମ୍ବ୍ରମଙ୍କୁ ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର, ଶଶୀଭୂଷଣ ବେହେରା ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତି କରଣ ଦାୟିତ୍ବ ମିଳିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.