ETV Bharat / city

ବିଜେଡିର ନୂଆ ମିଡିଆ ଟିମ୍, 6 ଜାତୀୟ ମୁଖପାତ୍ର ନିଯୁକ୍ତ - National Spokesperson

ମୁଖପାତ୍ର ତାଲିକା ଘୋଷଣା କଲା ବିଜେଡି
ମୁଖପାତ୍ର ତାଲିକା ଘୋଷଣା କଲା ବିଜେଡି
author img

By

Published : Dec 25, 2020, 2:00 PM IST

Updated : Dec 25, 2020, 2:48 PM IST

13:50 December 25

ମୁଖପାତ୍ର ତାଲିକା ଘୋଷଣା କଲା ବିଜେଡି

ମୁଖପାତ୍ର ତାଲିକା ଘୋଷଣା କଲା ବିଜେଡି
ମୁଖପାତ୍ର ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ଟିଭି ପ୍ୟାନେଲିଷ୍ଟ ଘୋଷଣା କରିଛି। ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠି, ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ଦିଆଯାଇଛି। ସେହିଭଳି 16 ଜଣ ମୁଖପାତ୍ର, 14 ପ୍ୟାନେଲିଙ୍କୁ ନିଯୁକ୍ତି ଦେଇଛି ଦଳ।

ଦଳର ମୁଖପାତ୍ର ଭାବେ ପ୍ରତାପ କେଶରୀ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ମାଝି, ସେହ୍ନାଙ୍ଗୀନୀ ଛୁରିଆ, ବୋମ୍ୟକେଶ ରାୟ, ରାସେଶ୍ବରୀ ପାଣିଗ୍ରାହୀ, କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ଲେଲିନ ମହାନ୍ତି, ସଞ୍ଜୟ ବାବୋ, ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ ଓ ଡ. ହରିଶ ଚୌଧୂରୀଙ୍କୁ ଦାୟିତ୍ବ ଦିଆଯାଇଛି ।  

ସେହିପରି ପ୍ୟାନେଲିଷ୍ଟ ଭାବେ ଚନ୍ଦ୍ରାଣୀ ମୁର୍ମୁ, ପ୍ରିୟବ୍ରତ ମାଝୀ, ଚକ୍ରଧର ଦାସ, ଓମ୍‌ ପ୍ରକାଶ ସାହୁ, ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋସ୍ନାମୟୀ ପରିଡା, ସୋଫିଆ ଆଲମ, ତୁମ୍ବନାଥ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ, ଛବି ମାହାଳୀ, ମିନାକ୍ଷୀ ମିଶ୍ର ଓ ସ୍ମୃତି ନନ୍ଦଙ୍କୁ ଦଳ ଦାୟିତ୍ବ ଦେଇଛି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 25, 2020, 2:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.