ETV Bharat / city

ଅଧ୍ୟାପକ-ଅଧ୍ୟାପିକାଙ୍କ ମିସଗାଇଡ ପାଇଁ ରାଜରାସ୍ତାରେ ବିଜେବି ଛାତ୍ରଛାତ୍ରୀ - ବିଜେବି କଲେଜର ବାଣିଜ୍ୟ ଛାତ୍ରଛାତ୍ରୀ

ଅଧ୍ୟାପକ-ଅଧ୍ୟାପିକାଙ୍କ ମିସ୍‌ଗାଇଡ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜେବି କଲେଜର ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ।

bjb
bjb
author img

By

Published : Jan 18, 2020, 2:23 PM IST

Updated : Jan 18, 2020, 3:33 PM IST

ଭୁବନେଶ୍ବର: ବିଜେବି କଲେଜ ଛାତ୍ରଙ୍କ ରାସ୍ତା ଅବରୋଧ। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମିସ୍‌ଗାଇଡ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

ବିଜେବି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମିସଗାଇଡ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯୁକ୍ତ ଦୁଇ ପ୍ରଥମ ବର୍ଷର ପରୀକ୍ଷାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।

କିଛି ଅଧ୍ୟାପକ-ଅଧ୍ୟାପିକାଙ୍କ କଥାରେ ପଡି ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ବିଜେବି କଲେଜର ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମୁଖ୍ୟ ଗେଟ୍ ସାମ୍ନାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ସମ୍ପୃକ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

ଅଧ୍ୟାପକ ଅଧ୍ୟାପିକାଙ୍କ ମିସଗାଇଡ ପାଇଁ ରାଜ ରାସ୍ତାରେ ବିଜେବି ଛାତ୍ରଛାତ୍ରୀ

ଏନେଇ ଛାତ୍ରଛାତ୍ରୀ କହିଛନ୍ତି ଯେ, ବିଜେବି କଲେଜ ସମ୍ମୁଖରେ ପ୍ରତିବାଦ ଘଟଣାରେ ଭୁଲ ବୁଝାମଣା ପାଇଁ ରାସ୍ତାକୁ ଓହ୍ଲାଇଥିଲୁ। ଅଧ୍ୟାପକ-ଅଧ୍ୟାପିକା କହିଥିଲେ ପ୍ରଥମ ବର୍ଷର ପରୀକ୍ଷା ପାଇଁ ପ୍ରସ୍ତୁତ କରିବ। କୋର୍ସ ସରିନଥିଲେ ବି ପ୍ରଶ୍ନ ପଡିବ। କାଳେ ପରୀକ୍ଷାରେ ଫେଲ ହୋଇଯିବୁ ସେନେଇ ପ୍ରତିବାଦ କରିଥଲୁ।

ଏନେଇ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସଙ୍କ କହିବା ଅନୁସାରେ ମିସ୍‌ଗାଇଡ ପାଇଁ ଏଭଳି ସ୍ଥିତି ଉପୁଜିଛି। ପିଲାଙ୍କୁ ଭୁଲ ତଥ୍ୟ ଦେଇଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଷ୍ଟାଫ୍ କାଉନ୍‌ସିଲ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବିଜେବି କଲେଜ ଛାତ୍ର ରାସ୍ତା ଅବରୋଧ ଘଟଣା, ଅଧ୍ୟାପକ ଅଧ୍ୟାପିକା ଙ୍କ ମିସଗାଇଡ ପାଇଁ ରାଜ ରାସ୍ତାରେ ଛାତ୍ରଛାତ୍ରୀ।

ବିଜେପି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ରାସ୍ତା ଅବରୋଧ କରିବା ଘଟଣା। ଅଧ୍ୟଅପକ ଅଧ୍ୟାପିକା ଙ୍କ ମିସଗାଇଡ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଯୁକ୍ତ ଦୁଇ ର ପ୍ରଥମ ବର୍ଷର ପରୀକ୍ଷା କୁ ନେଇ ରାଜ ରାସ୍ତାକୁ ଓଲ୍ହାଇଛନ୍ତି ବିଜେପି କଲେଜର ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ।

Body:

କିଛି ଅଧ୍ୟାପକ ଅଧ୍ୟାପିକା ଙ୍କ କଥା ରେ ପଡି ରାଜରାସ୍ତାକୁ ଓଲ୍ହାଇଛନ୍ତି ଛାତ୍ର ଛାତ୍ରୀ। ବିଜେପି କଲେଜର ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଗେଟ ସମାନାରେ ଟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଏନେଇ କଲେଜ କତ୍ତୃପକ୍ଷ ମଧ୍ୟ ସମ୍ପୂର୍କ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ବିଜେପି କଲେଜ ସମୁଖରେ ପ୍ରତିବାଦ ଘଟଣାରେ ଭୁଲ ବୁଝାବଣା ପାଇଁ ରାସ୍ତାକୁ ଓଲ୍ହାଇଥିଲୁ। ଅଧ୍ୟାପକ ଓ ଅଧ୍ୟାପିକା କହିଥିଲେ ପ୍ରଥମ ବର୍ଷ ର ପରୀକ୍ଷା ପ୍ରସ୍ତୁତ କରିବ। କୋର୍ସ ସାରିନଥିଲେ ବି ପ୍ରଶ୍ନ ପଡିବ। କାଳେ ପରୀକ୍ଷାରେ ଫେଲ ହୋଇଯିବୁ ସେନେଇ ପ୍ରତିବାଦ କରିଥଲୁ।
ଏନେଇ ଅଧ୍ୟକ୍ଷ ଡ଼ଃ ବିଷ୍ଣୁ ଚରଣ ଦାସ ସୂଚନା ଅନୁଯାୟୀ ଅଧ୍ୟାପକ ଅଧ୍ୟାପିକା ଙ୍କ ମିସଗାଇଡ ପାଇଁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଇଛି। ପିଲାଙ୍କୁ ଭୁଲ ତଥ୍ୟ ଦେଇଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁସସ୍ଥାନ ହେବ। ଷ୍ଟାପ କାଉନ୍ସିଲ ବୈଠକ ରେ ନିଆଯିବ ନିଷ୍ପତି।

Byte- ଛାତ୍ର
Byte- ଡ଼ଃ ବିଷ୍ଣୁ ଚରଣ ଦାସ, ପ୍ରିନ୍ସପାଳ ବିଜେବି କଲେଜ।

Conclusion:
Last Updated : Jan 18, 2020, 3:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.