ETV Bharat / city

ଖାଦ୍ୟ ଶସ୍ୟରେ ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା

author img

By

Published : Sep 17, 2021, 7:50 PM IST

ଚିତ୍ରଶୀଳ୍ପି ପ୍ରିୟଙ୍କା ସାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଆରା ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ତମ ବର୍ଷରେ ପଦାର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

pm modi birthday foodgrains drawing  by artist in bhubaneswar
ଖାଦ୍ୟ ଶସ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କ ଜନ୍ମଦିନ ଶୁଭେଚ୍ଛା

ଭୁବନେଶ୍ବର: ଖାଦ୍ୟ ଶସ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା । ଚିତ୍ରଶୀଳ୍ପି ପ୍ରିୟଙ୍କା ସାହାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଆରା ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ୭୧ତମ ବର୍ଷରେ ପଦାର୍ପଣ କରିଛନ୍ତି। ଦେଶ ସାରା ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିତ୍ରଶୀଳ୍ପିଙ୍କ ଜନ୍ମଦିନ ଶୁଭେଛା । ତାହା ମଧ୍ୟ ବେଶ ନିଆର ଢଙ୍ଗରେ । ଓଡିଆ ଝିଅ ତଥା ଚିତ୍ରକର ପ୍ରିୟଙ୍କା ସହାଣୀ ୭ ପ୍ରକାକର ଖାଦ୍ୟ ଶସ୍ୟ ବ୍ୟବହାର କରିଛନ୍ତି । ଖାଦ୍ୟ ଶସ୍ୟରେ ୮ ଫୁଟ ଉଚ୍ଚତା ଓ ୪ ଫୁଟ ଓସାରର ମୋଦିଙ୍କର ଏକ ଚିତ୍ର ଆଙ୍କିଛନ୍ତି । ମୁଗ, ବିରି, ଜାଇ, ଚାଉଳ, ଚୁଡା ଏଭଳି ୭ଟି ଶସ୍ୟକୁ ନେଇ ସୁନ୍ଦର ଏକ ଚିତ୍ର ଆଙ୍କିଛନ୍ତି । ଯାହାକୁ ତିଆରି କରିବା ପାଇଁ ୨୫ ରୁ ୩୦ ଘଣ୍ଟା ସମୟ ଲାଗିଛି ।

ସେହିପରି ଏହି ଚିତ୍ର ପଛରେ ଓଡିଶାର କଳାକୃତି ମଧ୍ୟ ସ୍ଥାନ ପାଇଛି । ଯେ ଭଳିକି ଓଡିଶାର ନିଜ ସଂସ୍କୃତି ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି । ଯେ ଭଳିକି ଚକ୍ର ହେଉ ଅବା କୋଣାର୍କର କଳାକୃତି ସେହିପରି ସମ୍ବଲପୁରୀ କଳାକୃତି ବ୍ୟବହାର କରିଛନ୍ତି । ଚିତ୍ରଶିଳ୍ପୀ ତାଙ୍କ ନିଆରା ଚିତ୍ରକଳା ମାଧ୍ୟମରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବାଠାରୁ ଦେଶର ଏକ ନୂତନ ପରିଚୟ ସୃଷ୍ଟି ହୋଇଛି । ତାଙ୍କର ଦୃଢ ନେତୃତ୍ବ ସହିତ ସେ ଦେଶବାସୀଙ୍କ ଭରସାର ପାତ୍ର ହୋଇଛନ୍ତି । ତାଙ୍କର ଦୃଢ ନେତୃତ୍ବରେ ଦେଶରେ ଦେଶରେ ରାଷ୍ଟ୍ରବାଦୀ ରାଜନୀତି ପ୍ରତି ଲୋକ ମଧ୍ୟରେ ଏକ ନୂଆ ଉନ୍ମାଦାନା ଦେଖିବାକୁ ମିଳିଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଅନେକ ବିକାଶ ହୋଇଛି । ତେଣୁ ମହାପ୍ରଭୁ ତାଙ୍କୁ ଦୀର୍ଘାୟୁ କରନ୍ତୁ ବୋଲି ଶୁଭେଛା ଦେଇଛନ୍ତି ପ୍ରିୟଙ୍କା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.