ETV Bharat / city

ଉଚ୍ଚ ଶିକ୍ଷାନୁଷ୍ଠାନକୁ ଫେରିଲା ବାୟୋମେଟ୍ରିକ ବ୍ୟବସ୍ଥା, ଅକ୍ଟୋବର 1ରୁ ହେବ ବାଧ୍ୟତାମୂଳକ - Bio metrik to be restart

ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ପୁଣି ଫେରିଲା ବାୟୋମେଟ୍ରିକ ବ୍ୟବସ୍ଥା । କୋରୋନା ସଂକ୍ରମଣ ପାଇଁ ସାମୟିକ ବନ୍ଦ ରହିବା ପରେ ପୁଣି କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ସଚିବଙ୍କ ଚିଠି । ଅଧିକ ପଢନ୍ତୁ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ଫରିଲା ବାୟୋମେଟ୍ରିକ ବ୍ୟବସ୍ଥା , ଅକ୍ଟୋବର 1ରୁ ହେବ ବାଧ୍ୟତାମୂଳକ

author img

By

Published : Sep 20, 2021, 9:34 PM IST

ଭୁବନେଶ୍ବର: ପୁଣି ଫେରିଲା ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା । ଅକ୍ଟୋବର 1ରୁ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କରାଯିବାକୁ ସ୍ଥିର କରାଯାଇଛି । ଏନେଇ ଉଚ୍ଚଶିକ୍ଷା ସଚିବ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି ।

ଉଚ୍ଚ ଶିକ୍ଷାନୁଷ୍ଠାନକୁ ଫରିଲା ବାୟୋମେଟ୍ରିକ ବ୍ୟବସ୍ଥା , ଅକ୍ଟୋବର 1ରୁ ହେବ ବାଧ୍ୟତାମୂଳକ
ଉଚ୍ଚ ଶିକ୍ଷାନୁଷ୍ଠାନକୁ ଫରିଲା ବାୟୋମେଟ୍ରିକ ବ୍ୟବସ୍ଥା , ଅକ୍ଟୋବର 1ରୁ ହେବ ବାଧ୍ୟତାମୂଳକ

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଅକ୍ଟୋବର 1ରୁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ବାଧ୍ୟତାମୂଳକ କରାଯିବ । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ବାୟୋମେଟ୍ରିକ ବ୍ଯବସ୍ଥା ଜରିଆରେ ନିିଜର ଉପସ୍ଥାନ ପଞ୍ଜୀକୃତ କରିବା ବାଧ୍ୟତାମୂଳକ ହେବ । ଶିକ୍ଷକମାନେ ଠିକ ସମୟରେ କଲେଜକୁ ଆସୁଛନ୍ତି କି ନାଁ ନାହିଁ ତାହାର ସଠିକ ରେକର୍ଡ ରଖାଯିବା ସହ ବ୍ୟବସ୍ଥାରେ ପାରଦର୍ଶିତା ଆସିପାରିବ । ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ସୁଦ୍ଧା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସାମୟିକ ସମୟ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନେଇଥିଲା ଉଚ୍ଚ ଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.