ETV Bharat / city

ବିଜୁ ଯୁବ ବାହିନୀର ନୂଆ ଅବତାର 'ରକ୍ଷକ' - ଆରଟିଓ କାର୍ଯ୍ୟାଳୟ

ନୂଆ ମୋଟରଯାନ ଆଇନର ସମ୍ପର୍କରେ ଜ୍ଞାନ ଦେବ ବିଜୁ ଯୁବ ବାହିନୀ । ଏନେଇ 'ରକ୍ଷକ' କାର୍ଯ୍ୟର ଶୁଭାରମ୍ଭ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 9:26 PM IST

ଭୁବନେଶ୍ବର: ଟ୍ରାଫିକ ପୋଷ୍ଟରେ ରହିବେ ‘ରକ୍ଷକ’ । ଗାଁଠୁ ସହର ହେବେ ସଚେତନ । ନୂଆ ମୋଟରଯାନ ଆଇନର ସମ୍ପର୍କରେ ଜ୍ଞାନ ଦେବେ । ଗାଁଠୁ ସହର ରାସ୍ତା କଡରେ, ଆରଟିଓ କାର୍ଯ୍ୟାଳୟରେ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କରିବେ ସଚେତନ। ଏନେଇ ରାଜ୍ୟବ୍ୟାପୀ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜୁ ଯୁବ ବାହିନୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏନେଇ ଏଜି ଛକରେ ଏହି 'ରକ୍ଷକ' କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅମର ପଟ୍ଟନାୟକ ଓ ଭୁବନେଶ୍ବର ଡିସିପି । ଯାହା ଆଗାମୀ ଏକ ବର୍ଷ ଧରି ବିଭିନ୍ନ ବ୍ଲକ ଓ ସହରରେ ସଚେତନ କରିବେ । ତେବେ ତଥ୍ୟ ଅନୁସାରେ ପ୍ରତିଦିନ ୩ ହଜାର ୨୮୭ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ୧୦୦୦ଜଣଙ୍କ ଭିତରୁ ୨୫ ରୁ କମ ବୟସର ଅଛନ୍ତି ।

ଏପଟେ ଭାରତରେ ସଚେତନତା ଅଭାବ ଯୋଗୁଁ ଏଭଳି ସମସ୍ୟା ଦେଖାଦେଉଥିବା କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଟ୍ରାଫିକ ପୋଷ୍ଟରେ ରକ୍ଷକ,
ଗାଁଠୁ ସହର ହେବେ ସଚେତନBody:

ବିଜୁ ଯୁବ ବାହିନିର ନୁଆ ଅବତାର ରକ୍ଷକ।
ନୁଆ ମୋଟରଯାନ ଆଇନର ସମ୍ପର୍କରେ ଦେବେ ଗ୍ଯାନ।ଗାଁଠୁ ସହର ରାସ୍ତା କଡରେ ,ଆରଟିଓ କାର୍ଯଆଳୟରେ ବିଭିନ୍ନ ଜନଗହଳିପୁଣ୍ଣ ସ୍ଥାନରେ ଲୋକଙ୍କୁ କରିବେ ସଚେତନ। ଏନେଇ ରାଜ୍ଯବାପି ସାମାଜିକ କାର୍ଯକ୍ରମ ଆରମ୍ଭ କରିଛି ବିଜୁ ଯୁବ ବାହିନି। ଏନେଇ ଏଜି ଛକରେ ଏହି ରକ୍ଷକ କାର୍ଯର ଶୁଭାରମ୍ଭ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା,ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା,ସାଂସଦ ଅମର ପଟ୍ଟନାୟକ ଓ ଭୁବନେଶ୍ବର ଡିସିପି ମିଳିତ ଭାବେ ଶୁଭାରମ୍ଭ କରିଛନ୍ତି ।ଯାହା ଆଗାମି ଏକ ବର୍ଷ ଧରି ବିଭିନ୍ନ ବ୍ଲକ ଓ ସହର ରେ ସଚେଦନ କରିବେ।ତେବେ ପ୍ରତିଦିନ ୩୨୮୭ଜଣଙ୍କର ଦୁର୍ଘଟଣାରେ ମୃତ୍ଯବରଣ କରୁଛନ୍ତି।ତେବେ ୧୦୦୦ଜଣ ୨୫ରୁ କମ ବୟସର ଯେଉଁମାନେ ଦୁର୍ଟଣାର ଶିକାର ହେଉଛନ୍ତି।
ଭାରତରେ ସଚେତନତା ଅଭାବ ଯୋଗୁ ଏଭଳି ସମସ୍ଯା ଦେଖାଦେଉଥିବା କହିଛନ୍ତି ଅମର ପଟ୍ଟନାୟକ Conclusion:ବାଇଟ-ଅଶୋକ ପଣ୍ଡା,ଭିନ୍ନକ୍ଷମ ଶସକ୍ତିକରଣ ମନ୍ତ୍ରୀ
ବାଇଟ-ପ୍ରତାପ ଜେନା,ପଂଚାୟତିରାଜ ମନ୍ତ୍ରୀ
ବାଇଟ-ଅମର ପଟ୍ଟନାୟକ,ସାଂସଦ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.