ETV Bharat / city

ବିମାନବନ୍ଦର ଅଘଟଣ, ଜେଲ ଗଲେ ୪ ଅଭିଯୁକ୍ତ - ଜେଲ ଗଲେ ୪ ଅଭିଯୁକ୍ତ

ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଶେଷରେ ଗିରଫ ହେଲେ ସମ୍ପୃକ୍ତ ଠିକା ମାଲିକ, ଇଞ୍ଜିନିୟର ଓ କର୍ମଚାରୀ । ସଂନ୍ଧ୍ୟାରେ ପୋଲିସ ସେମାନଙ୍କୁ ଗିରଫ କରିଥିବା ବେଳେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ସମସ୍ତ ଅଭିଯୁକ୍ତ । ଅଧିକ ପଢନ୍ତୁ

airport-tragedy-four-arrest
airport-tragedy-four-arrest
author img

By

Published : Jan 25, 2020, 11:05 PM IST

ଭୁବନେଶ୍ବର: ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ 2ରେ ନିର୍ମାଣାଧିନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ପୋଲିସ ନେଇଛି ପଦକ୍ଷେପ । କନଷ୍ଟ୍ରକସନ୍ ମାଲିକ ଦିଲ୍ଲିପ ଖଟେଇ, ସାଇଡ ଇଞ୍ଜିନିୟର ଅଭିଳାଶ ସରକାର , ଏୟାରପୋର୍ଟ ଅଥରିଟି ଇଣ୍ଡିଆର ଡିଜିଏମ ଗୌତମ ରାୟ ଓ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଆଶିଷ ସରକାରଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

ବିମାନ ବନ୍ଦର ଅଘଟଣ; ଜେଲ ଗଲେ ୪ ଅଭିଯୁକ୍ତ

ଆଇପିସି ଧାରା ୩୦୪,୩୪ରେ ଗିରଫ କରି ଏସଡିଜେଏମ ଶୁଭଙ୍କର ମିଶ୍ର ବାସଭବନ କୋର୍ଟରେ ହାଜର କରାଯାଇଛି । ତେବେ କୋର୍ଟ ବେଲ ଖାରଜ କରିବା ପରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ସେମାନଙ୍କୁ ପଠାଯାଇଛି । ତେବେ ଗିରଫ ସମସ୍ତ ଅଭିଯୁକ୍ତ ଝାରପଡା ଜେଲକୁ ଯାଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଜେଲ ଗଲେ ୪ ଅଭିଯୁକ୍ତBody:ଦିଲ୍ଲିପ ଖଟେଇ ,ଦିଲିପ କବଯନଷ୍ଟ୍ରକସନର ମାଲିକ
ଅଭିଳାଶ ସରକାର ସାଇଡ ଇଂଜିନିୟର
ଗୌତମ ରାୟ,ଡିଜିଏମ ଏୟାରପୋର୍ଟ ଅଥରିଟି ଇଣ୍ଡିଆ
ଆଶିଷ ସରକାର,ଆସିଷ୍ଟାଣ୍ଟ ଜେନେରାଲ ମାନେଜର ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଆପିସିର ଧାରା
୩୦୪,୩୪ରେ ଗିରଫ କରି ଏସଡିଜେଏମ ଶୁଭଙ୍କର ମିଶ୍ର ବାସଭବନ କୋର୍ଟରେ ହାଜର କରାଯାଇଛି।ତେବେ କୋର୍ଚ ବେଲ ରିଜେକ୍ଟ କରିବା ପରେ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡି ଗୁ ପଠାଯାଇଛି।ତେବେ ଝାରପଡା ଜେଲକୁ ଯାଇଛନ୍ତି ସମସ୍ତ ଅଭିଯୁକ୍ତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.