ETV Bharat / city

ବିଜେପୁର ଉପନିର୍ବାଚନ: କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରିବେ ବଛା ବଛା ନେତା । ଏନେଇ ଦଳ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।

author img

By

Published : Oct 3, 2019, 2:47 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରିବେ ବଛା ବଛା ନେତା । ଦଳର ହେଭିୱେଟ ନେତା ଘନ ଘନ ଗସ୍ତରେ ଯିବେ । ଏନେଇ ଦଳ 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ।

ତେବେ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଭଳି ନାଁ ତାଲିକାରେ ରଖିଛି ଦଳ । ଏହାବାଦ ସମସ୍ତ 9 ଜଣ ବିଧାୟକ ଓ ଜଣେ ସାଂସଦ ବି ରହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କରିବେ ବଛା ବଛା ନେତା। ଦଳର ହେଭିୱେଟ ନେତା ଘନ ଘନ ଗସ୍ତରେ ଯିବେ। ତେବେ ସଭନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂ, ପ୍ରିୟଙ୍କା ଗାନ୍ଧୀ ଭଳି ନାଁ ତାଲିକାରେ ରଖିଛି ଦଳ। ଏହାବାଦ ସବୁ 9 ଜଣ ବିଧାୟକ, ସାଂସଦ ବି ରହିଛନ୍ତି। Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.