ETV Bharat / city

ବିଜେପୁର ମୈଦାନରେ 5 ପ୍ରାର୍ଥୀ; 2 ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ - ପ୍ରାର୍ଥୀପତ୍ର ଯାଞ୍ଚ

ଆସନ୍ତା 21ରେ ବିଜେପୁର ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଜି ପ୍ରାର୍ଥୀପତ୍ର ଯାଞ୍ଚବେଳେ 2ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରିଛନ୍ତି ରିଟର୍ଣ୍ଣିଂ ଅଫିସର । 3ରେ ଆସିବ ଚୂଡାନ୍ତ ତାଲିକା ।

ଡିଜାଇନ ଫଟୋ
author img

By

Published : Oct 1, 2019, 4:49 PM IST

ବରଗଡ: ବିଜେପୁର ଉପ-ନିର୍ବାଚନ ପାଇଁ ଗତକାଲି( ସୋମବାର) ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ଥିଲ । ଶେଷ ଦିନରେ ମୋଟ 7ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଆଜି ଥିଲା ପ୍ରାର୍ଥୀପତ୍ର ଯାଞ୍ଚ । ତେବେ ଯାଞ୍ଚବେଳେ ମୋଟ 7 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 2 ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହୋଇଯାଇଛି । ଜଣେ ସ୍ବାଧିନ ପ୍ରାର୍ଥୀ ଓ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଛି ।

ବର୍ତ୍ତମାନ ମୈଦାନରେ 5ଜଣ ପ୍ରାର୍ଥୀ ଥିବାବେଳେ ଆସନ୍ତା 3 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ବିବସ ଅଛି । ଉକ୍ତଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ଏହି ଉପ-ନିର୍ବାଚନରେ ମୁଖ୍ୟତଃ ତ୍ରିସ୍ତରୀୟ ଲଢେଇ ହେବ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

hgfhfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.