ETV Bharat / city

ଆଜି ଭୋଟ ଗଣତି, ବିଜେପୁରରେ କିଏ ଜିତିବ ବାଜି ?

author img

By

Published : Oct 24, 2019, 8:11 AM IST

ବିଜେପୁର ଉପନିର୍ବାଚନରେ କିଏ ମାରିବ ବାଜି ? କାହା ହାତକୁ ଯିବ କ୍ଷମତା ? କେତେ ରହିବ ଭୋଟ ବ୍ୟବହାର ? ଆଉ କେଇ ଘଣ୍ଟା ପରେ ଜଣାପଡିବ ଉତ୍ତର ।

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ କିଏ ମାରିବ ବାଜି ? କାହା ହାତକୁ ଯିବ କ୍ଷମତା ? କେତେ ରହିବ ଭୋଟ ବ୍ୟବହାର ? ଆଉ କେଇ ଘଣ୍ଟା ପରେ ଜଣାପଡିବ ଉତ୍ତର ।

ଗୁରୁବାର ବିଜେପୁର ଉପନିର୍ବାଚନ ନେଇ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଭୋଟ ଗଣତି ହେବ । ଅପରାହ୍ନ ସୁଦ୍ଧା ପ୍ରକାଶ ପାଇପାରେ ବିଜେତାଙ୍କ ନାଁ । ଏ ନେଇ ବିଜେଡି , ବିଜେପି ଓ କଂଗ୍ରେସ ଚାତକ ଭଳି ଅନାଇବସିଛନ୍ତି ।

ଭୋଟ ଗଣତି କେନ୍ଦ୍ରରରେ ମୋଟ 14ଟି ଟେବୁଲରେ 103 ଅଧିକାରୀ ନିୟୋଜିତ ହୋଇଛନ୍ତି । ପ୍ରତି ଟେବୁଲରେ 3 ଜଣ ଅଧିକାରୀ ଭୋଟ ଗଣନା କରିବେ । ପ୍ରଥମେ ପୋଷ୍ଟାଲ ପରେ ଭିଭିଏମ ଭୋଟ ଗଣତି କରାଯିବ ।

ସେପଟେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବ । ଗତ 21ରେ ସମସ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.