ETV Bharat / city

ସାଇକେଲ ରାଲିରେ ବିଜୟ ମଶାଲ, ଯୁବପିଢି ଜାଣିବେ ୧୯୭୧ ଯୁଦ୍ଧ ବିଜୟର ଗାଥା

author img

By

Published : Oct 31, 2021, 1:13 PM IST

1971 ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ସ୍ବର୍ଣ୍ଣିମ ଉତ୍ସବ । ଅଧିକ ପଢନ୍ତୁ...

ସାଇକେଲ ରାଲିରେ ବିଜୟ ମଶାଲ, ଯୁବପିଢି ଜାଣିବେ ୧୯୭୧ଯୁଦ୍ଧ ବିଜୟର ଗାଥା

ଭୁବନେଶ୍ବର: ସାଇକେଲ ରାଲିରେ ବୁଲିଲା ବିଜୟ ମଶାଲ । ଯୁବପିଢି ଜାଣିବେ ୧୯୭୧ ଯୁଦ୍ଧ ବିଜୟର ଗାଥା । ତେବେ ୧୯୭୧ ମସିହାରେ ହୋଇଥିବା ଭାରତ- ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ଲାଭ କରିବା ସହ ବଙ୍ଗଳାଦେଶ ଗଠନ ନେଇ ସ୍ମୃତି ଉଦ୍ଦେଶ୍ୟରେ ଡିସେମ୍ବର ୧୬ ତାରିଖକୁ ଦେଶ ବିଜୟ ଦିବସ ଭାବେ ପାଳନ କରିଥାଏ । ଚଳିତ ଥର ଏହି ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି ସ୍ବର୍ଣ୍ଣିମ ଉତ୍ସବ ।

ଏହି ଉଦ୍ଦେଶ୍ୟରେ ଗତ ଅକ୍ଟୋବର ୨୦ ତାରିଖରୁ ୭ ନଭେମ୍ବର ମଧ୍ୟରେ ଓଡିଶାରେ ସ୍ବର୍ଣ୍ଣିମ ବିଜୟ ମଶାଲ ଯାତ୍ରା କରାଯାଉଛି । ଆଉ ଆଜି ଏହି ବିଜୟ ମଶାଲ ଭୁବନେଶ୍ଵରରେ ପରିକ୍ରମା କରିଛି । ଏକ ସାଇକେଲ ରାଲି ଜରିଆରେ ଜୟଦେଵ ବିହାରରୁ ବାହାରି ଖଣ୍ଡଗିରି ନବୀନ ନିବାସ ଦେଇ ମାଷ୍ଟରକ୍ୟାଣ୍ଟିନରେ ପହଁଚିଛି ବିଜୟ ମଶାଲ। ଯାହାକି ଯୁବପିଢିଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ ସହ ବିଜୟ ଉତ୍ସବର ବାର୍ତ୍ତା ପହଞ୍ଚାଇବାକୁ କରାଯାଇଛି ପ୍ରୟାସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.