ETV Bharat / city

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ମନୋରଞ୍ଜନ ଏବଂ ରାଜନୀତି ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..

big-news
ଆଜିର ବଡ ଖବର
author img

By

Published : Mar 20, 2020, 6:38 AM IST

ଟପ୍‌ ନ୍ୟୁଜ୍‌

ଆଜିର ବଡ ଖବର
  • ଶେଷ ହେଲା 7 ବର୍ଷର ଅପେକ୍ଷା । ଫାଶୀରେ ଝୁଲିଲେ 4 ନିର୍ଭୟା ଦୋଷୀ ।
  • ସେପଟେ ଖୁସି ବ୍ୟକ୍ତ କଲେ ମା’ । କହିଲେ ଏହା ଉତ୍ସବର ଦିନ ।
  • ଓଡିଶାରେ ଚିହ୍ନଟ ହେଲା ଦ୍ବିତୀୟ କୋରୋନା ଆକ୍ରାନ୍ତ ।
  • ଆଜି ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ ପାଇଁ ସୁପ୍ରିମ କୋର୍ଟଙ୍କ ଆଦେଶ।
  • ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 181କୁ ବୃଦ୍ଧି ।
  • କୋରୋନା ପାଇଁ HSE ପରୀକ୍ଷା ସ୍ଥଗିତ ।
  • ଦେଶବାସୀଙ୍କୁ ସମ୍ବୋଧନ କେଲ ପ୍ରଧାନମନ୍ତ୍ରୀ । ମାର୍ଚ୍ଚ 22ରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ବାନ ।
  • ସେବା ଯୋଗାଉଥିବା ବ୍ୟକ୍ତି ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାକୁ ମୋଦିଙ୍କ ଆହ୍ବାନ।
  • ଆଜିଠାରୁ ଏପ୍ରିଲ 1 ଯାଏଁ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ।
  • ଆଜି ପଖାଳ ଦିବସ । ଓଡିଆଙ୍କ ପ୍ରିୟ ପଖାଳ ପାଇଁ ଦିନଟିଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.