- ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 140କୁ ବୃଦ୍ଧି । ପଶ୍ଚିମବଙ୍ଗରେ ଚିହ୍ନଟ ହେଲା ପ୍ରଥମ କୋରୋନା ଆକ୍ରାନ୍ତ । ଭାରତୀୟ ସେନାରେ ଜଣେ ଯବାନ ହୋଇଛନ୍ତି ଆକ୍ରାନ୍ତ ।
- ଇରାନ ଯାଇ ସଂକ୍ରମିତ ହୋଇଥିଲେ ଯବାନଙ୍କ ବାପା । ତାଙ୍କଠାରୁ ଯବାନଙ୍କୁ ହୋଇଛି ସଂକ୍ରମଣ । କ୍ବାରେନଟାଇନରେ ରହିଲେ ପରିବାର ।
- ପଶ୍ଚିମବଙ୍ଗ ଦାର୍ଜିଲିଂରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 100 ଫୁଟ ତଳକୁ ଖସିଲା ଗାଡ଼ି... 5 ଓଡିଆ ମୃତ ତିନି ଆହତ ।
- ନିୟମଗିରିରେ CRPFର ସର୍ଚ୍ଚ ଅପରେସନ। ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ । ସିଆରପିଏଫ 4th ବାଟାଲିଆନ କମାଣ୍ଡାଣ୍ଟ ନୀତୁ ରାୟ ଦେଲେ ସୂଚନା ।
- ଗୋଟିଏ ମାସ ପାଇଁ GO AIRର ସମସ୍ତ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ। କୋରାନା ସଂକ୍ରମଣ ରୋକିବାକୁ ନିଆ ଯାଇଛି ନିଷ୍ପତ୍ତି ।
- ପଶ୍ଚିମ ରେଳବାଇରେ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି ହେଲା ପ୍ଲାଟ୍ଫର୍ମ ଟିକେଟ୍ ଦର ।କୋରୋନା ପାଇଁ ଅନାବଶ୍ୟକ ଭିଡ଼ କମାଇବା ପାଇଁ ନିଷ୍ପତ୍ତି ।
- ପୁଣି ମରଣ ଜନ୍ତାରୁ ବଞ୍ଚିବାକୁ ନିର୍ଭୟା ଦୋଷୀ ପବନର ଚାଲ । ସୁପ୍ରିମ କୋର୍ଟରେ ଦାଖଲ କଲା କ୍ୟୁରେଟିଭ ପିଟିସନ ।
- ଆଜିଠୁ ଆରମ୍ଭ ହେବ YES BANKର ସମ୍ପୂର୍ଣ୍ଣ ସେବା । ସମସ୍ତ ଡିଜିଟାଲ ସେବା ମଧ୍ୟ ହେବ ସ୍ବଭାବିକ ।
- ଘୁଞ୍ଚିବନି ଟି-20 ବିଶ୍ବକପ ତାରିଖ । ସ୍ପଷ୍ଟ କଲା କ୍ରିକେଟ ଅଷ୍ଟ୍ରେଲିଆ । ଅକ୍ଟୋବର ନଭେମ୍ବରରେ କରୋନା ପ୍ରକୋପ କମିଯାଇଥିବା ନେଇ ଆଶାବାଦୀ ।
- କୋରୋନା ଭୁତାଣୁରୁ ସୁରକ୍ଷିତ ରହିବା ପାଇଁ ଭିଡିଓ ଜରିଆରେ ବିଗ-ବିଙ୍କ ବାର୍ତ୍ତା । ସମସ୍ତେ ମିଶି କୋରୋନା ସଂକ୍ରମଣକୁ ରୋକି ପାରିବା । ସୁରକ୍ଷିତ ରହି ସଭିଙ୍କୁ ସୁରକ୍ଷିତ କରିବାକୁ କହିଲେ ଅମିତାଭ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର - ଦେଶ-ଦୁନିଆର ଖବର
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର..
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର