ETV Bharat / city

21 ଜୁଲାଇ ପର୍ଯ୍ୟନ୍ତ ଆରଟିଓ -1 ସିଲ - Bhubneswar RTO -1 CLOSED TILL JULY 21

ଆଚାର୍ଯ୍ୟ ବିହାର ଆରଟିଓ -1 ର 4 ଜଣ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆରଟିଓ-1 କୁ ସିଲ କରି ଦିଆଯାଇଛି । କାର୍ଯ୍ୟାଳୟର ସମସ୍ତଙ୍କୁ କ୍ବାରେନଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

21 ଜୁଲାଇ ପର୍ଯ୍ୟନ୍ତ ଆରଟିଓ -1 ସିଲ
21 ଜୁଲାଇ ପର୍ଯ୍ୟନ୍ତ ଆରଟିଓ -1 ସିଲ
author img

By

Published : Jul 8, 2020, 11:32 AM IST

ଭୁବନେଶ୍ବର: ଆଚାର୍ଯ୍ୟ ବିହାର ଆରଟିଓ -1 ର 4 ଜଣ ଅଧିକାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆରଟିଓ-1 କୁ ସିଲ କରି ଦିଆଯାଇଛି । କାର୍ଯ୍ୟାଳୟର ସମସ୍ତଙ୍କୁ କ୍ବାରେନଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଜୁଲାଇ 21 ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟକୁ ସିଲ କରାଯାଇଥିବା ସୂଚନା ରହିଛି ।

21 ଜୁଲାଇ ପର୍ଯ୍ୟନ୍ତ ଆରଟିଓ -1 ସିଲ

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଆରଟିଓ ଅଫିସ-1 ର ତିନି ଜଣ ଅଧିକାରୀ ଓ ଜଣେ ଡ୍ରାଇଭର ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ବିଏମସି ପକ୍ଷରୁ କାର୍ଯ୍ୟାଳୟକୁ ସିଲ କରିଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.