ETV Bharat / city

ଦୁର୍ନୀତିକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ଭିଜିଲାନ୍ସ - vigilance week celebration

ରାଜଧାନୀରେ ପାଳନ ହେଉଛି ଭିଜିଲାନ୍ସ ସପ୍ତାହ । ରାଜଧାନୀର ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛନ୍ତି ଭିଜିଲାନ୍ସ ଅଫିସର୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 29, 2019, 4:11 AM IST

ଭୁବନେଶ୍ବର: ଦୁର୍ନୀତି ସମାଜରେ ଏକ ବିରାଟ ଭୟ ସୃଷ୍ଟି କଲାଣି । ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଏ ବିଷୟରେ ସଚେତନତା ରହିବା ଆବଶ୍ୟକ । ଏନେଇ କ୍ୟାପିଟାଲ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ଆୟୋଜିତ ହୋଇଛି କର୍ମଶାଳା । ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନୀତି ଉପରେ ଶିକ୍ଷା ଦେଇଛନ୍ତି ଭିଜିଲାନ୍ସ ଏସପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଅକ୍ଟୋବର ୨୮ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ଭିଜିଲାନ୍ସ ସପ୍ତାହ । ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଏ ବିଷୟରେ ସଚେତନ କରାଯିବ। ସମାଜରେ ଦୁର୍ନୀତି ଦେଖିଲେ ଭିଜିଲାନ୍ସକୁ ଜଣାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଛଡା ବିଜେବି କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଏହି ଭିଜିଲାନ୍ସ ପକ୍ଷରୁ ସଚେତନତା କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭିଜିଲାନ୍ସ ସପ୍ତାହ, ଦୃନୀତି କୁ ନେଇ ଛାତ୍ର ଛାତ୍ରୀଙ୍କୁ ସଚେତନତା କଲା ଭିଜିଲାନ୍ସ।

ଦୃନୀତି ଯେଭଳି ସମାଜରେ ଏକ ବିରାଟ ଭୟ ସୃଷ୍ଟି କଲାଣି। ଯେଭଳି ଭାବରେ ଛାତ୍ର ଛାତ୍ରୀମାନେ ଏ ବିଷୟରେ ସଚେତନତା ରହିବା ଆବଶ୍ୟକ। ଏନେଇ କ୍ୟାପିଟାଲ ହସ୍ପିଟାଲ ହାଇସ୍କୁଲ ରେ ଛାତ୍ର ଛାତ୍ରୀଙ୍କ ଦିଆଗଲା ସଚେତନତା। ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କୁ ଦୃନୀତି ଉପରେ ଶିକ୍ଷା ଦେଇଛନ୍ତି ବିଜିଲାନ୍ସ ଏସପି।

Body:

ଅରମ୍ଭା ହେଲା ଭିଜିଲାନ୍ସ ସପ୍ତାହ। ଅକ୍ଟୋବର୨୮ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ କତାଜୀବ। ବିଭିନ୍ନ ଶିକ୍ଷାଅନୁଷ୍ଠାନ ଛାତ୍ର ଛାତ୍ରୀଙ୍କ ଏ ବିଷୟରେ ସଚେତନତା କରାଯିବ। ଯାହା ସମାଜରେ ହେଉଥିବା ଦୃନୀତି ଉପରେ ନଜର ରଖିପାରିବେ। ଏହି ବିଷୟରେ ଶିକ୍ଷା ଦେଇଛନ୍ତି ଭିଜିଲାନ୍ସ ଏସ୍ପି। ସମଜରେ ଦୃନୀତି ଗ୍ରସ୍ଥ ଲୋକମାନଙ୍କର କି ଦୃନୀତି କରୁଥିବା ଲୋକମାନେ ନିଜର କୁ ଆସିଲେ ଭିଜିଲାନ୍ସ କୁ ଯିବାକୁ ଅନୁରୋଧ କରିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଛଡା ବିଜେବି କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ଏହି ଭିଜିଲାନ୍ସ ପକ୍ଷରୁ ସଚେତନତା କରାଯିବ।

Byte- ଭିଜିଲାନ୍ସ ଏସପି, ସାର୍ଥକ ଷଡଙ୍ଗୀ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.