ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଅପରେସନ ଶେଷ, 30 ଘଣ୍ଟା ପରେ ଖୋଲିଲା ରାସ୍ତା - ଖୋଲିଲା ରାଜଭବନ ରାସ୍ତା

ରାଜଭବନ ପାଖ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଛି । ଏଥିସହ ଉକ୍ତ ରାସ୍ତାକୁ ଖୋଲାଯାଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଅପରେସନ ଶେଷ, 30 ଘଣ୍ଟା ପରେ ଖୋଲିଲା ରାସ୍ତା

author img

By

Published : Oct 8, 2020, 9:08 PM IST

ଭୁବନେଶ୍ବର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଅପରେସନ ଶେଷ ହୋଇଛି । ଏଥିସହ ଦୀର୍ଘ 30 ଘଣ୍ଟା ପରେ ଖୋଲିଛି ରାଜଭବନ ରାସ୍ତା । ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲିଥିଲେ ବି ଦୁର୍ଘଟଣାସ୍ଥଳକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ଏନେଇ ସୂଚନା ଦେଇଛି କମିଶନରେଟ ପୋଲିସ ।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଅପରେସନ ଶେଷ, 30 ଘଣ୍ଟା ପରେ ଖୋଲିଲା ରାସ୍ତା

ରାଜଭବନ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସମସ୍ତ ସୁରକ୍ଷା କାର୍ଯ୍ୟ ସମାପ୍ତ ହୋଉଥିବା ବେଳେ ଆଜି ସନ୍ଧ୍ୟା 7 ଟାରେ ରାସ୍ତା ଖୋଲାଯାଇଛି । ସମଗ୍ର ଘଟଣା ପରଠାରୁ ଅପରେସନ ସମୟରେ ସାହାଯ୍ୟ ସହଯୋଗ କରିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର । ସେପଟେ ଏହି ମାମଲାରେ ନିଜ ଆଡୁ ମାମଲା କରି କମିଶନରେଟ ପୋଲିସ ତଦନ୍ତ କରୁଛି ।

ବୁଧବାର 1 ଟା ସମୟରେ ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଛାତିଥରା ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.