ETV Bharat / city

ଜୁଲାଇ 31 ଯାଏଁ ରାଜଧାନୀକୁ ମନା ଶ୍ରମିକ, ବିଏମସି ଜାରି କଲା କଟକଣା - ଭୁବନେଶ୍ବର ମ୍ୟୁନିସପାଲ କମିଶନର

ଦିନକୁ ଦିନ ରାଜଧାନୀରେ ମହାମାରୀ କୋରୋନାର ସ୍ଥିତି ବୃଦ୍ଧି ପାଉଥିବା ବେଳେ ଓ ଏହାର ସଂକ୍ରମଣ ଆଶଙ୍କାକୁ ନେଇ ଭୁବନେଶ୍ବର ମ୍ୟୁନିସପାଲ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନେଇ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି ଏବଂ ନୂତନ କଟକଣା ଜାରି କରିଛନ୍ତି ।

ଭୁବନେଶ୍ବର ମ୍ୟୁନିସପାଲ କମିଶନର ଜାରୀ କଲେ ନୂତନ କଟକଣା

author img

By

Published : Jul 3, 2020, 7:40 PM IST

ଭୁବନେଶ୍ବର: ଜାରି ହେଲା ନୂଆ ନିୟମ । ଦିନକୁ ଦିନ ରାଜଧାନୀରେ ମହାମାରୀ କୋରୋନାର ସ୍ଥିତି ବୃଦ୍ଧି ପାଉଥିବା ବେଳେ ଓ ଏହାର ସଂକ୍ରମଣ ଆଶଙ୍କାକୁ ନେଇ ଭୁବନେଶ୍ବର ମ୍ୟୁନସିପାଲ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସାମ୍ବାଦିକ ସମ୍ମିଳନୀ କରି ନୂତନ କଟକଣା ଜାରି କରିଛନ୍ତି ।

ଭୁବନେଶ୍ବର ମ୍ୟୁନିସପାଲ କମିଶନର ଜାରୀ କଲେ ନୂତନ କଟକଣା
ଭୁବନେଶ୍ବର ମ୍ୟୁନିସପାଲ କମିଶନର ଜାରୀ କଲେ ନୂତନ କଟକଣା

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକ୍ରମ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ବିକ୍ଷୋଭ ପ୍ରଦର୍ଶନ ଆଦି ବେଆଇନ ଘୋଷଣା କରିଛନ୍ତି । ଏହି ସମୟରେ ଜନସାଧାରଣଙ୍କର ଏକତ୍ରିକରଣ ଓ ଜନଗହଳି ଉପରେ ବିଏମସି ରୋକ ଲଗାଇଛି ଏବଂ ଲୋକଙ୍କୁ ସଚେତନ ହେବା ପାଇଁ କହିଛି । ଏହା ସହ ପୂର୍ବରୁ ଜନଗହଳିକୁ ନେଇ ବିଏମସି ଜୋରିମାନା ମଧ୍ୟ କାଟିଛି । ଆଗାମୀ ଦିନରେ ଆଇନକୁ ହାତକୁ ନିଅନ୍ତୁ ନାହିଁ।

ସେହିଭଳି ରାଜଧାନୀର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ବାହାର ରାଜ୍ୟର ଶ୍ରମିକଙ୍କ ଠାରେ କୋରୋନା ପଜିଟିଭ ବାହାରିଥିବା ଜଣାପଡିଛି । ଆଜିଠାରୁ ଆଉ ବାହାର ରାଜ୍ୟରୁ ଶ୍ରମିକ ରାଜଧାନୀରେ ପ୍ରବେଶ ବନ୍ଦ କରାଯାଇଛି ଯାହା 31 ଜୁଲାଇ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେଉଁମାନେ ଆସିସାରିଛନ୍ତି ସେମାନେ 14 ଦିନ କ୍ବାରେଣ୍ଟାଇନରେ ରହିବେ । ସେହିଭଳି ରାଜଧାନୀରେ ବିଭିନ୍ନ ଘରୋଇ ହସ୍ପିଟାଲରେ ହଟସ୍ପଟ ଜିଲ୍ଲାରୁ ଆସିଥିବା ରୋଗୀଙ୍କୁ ପ୍ରଥମେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ସୁବାଷ ନଗରରୁ କଣ୍ଟେନମେଣ୍ଟ ଉଚ୍ଛେଦ କରିବା ନେଇ ବିଏମସି କମିସନର କହିଛନ୍ତି ନୂତନ ଭାବେ 5 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.