ETV Bharat / city

ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ

author img

By

Published : Jan 2, 2022, 4:16 PM IST

ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଦୀର୍ଘଦିନ ଧରି ଭାରତୀୟ ପ୍ରଶାସନିକ ସେବାରେ ରହିଥିଲେ । ଅଧିକ ପଢନ୍ତୁ

ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ
ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦ

ଭୁବନେଶ୍ବର : ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଦୀର୍ଘଦିନ ଧରି ଭାରତୀୟ ପ୍ରଶାସନିକ ସେବାରେ ରହିଥିଲେ । ଦକ୍ଷ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ ଗୌରବ ପୁରସ୍କାର ପାଇଁ ସେ ବିବେଚିତ ହୋଇଛନ୍ତି ।

ଏହା ସହିତ D.LITT ଉପାଧିରେ ସମ୍ମାନିତ ହେବେ । ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ MIT Art, Design & Technology University ଆନୁକୂଲ୍ୟରେ ଆସନ୍ତା 9 ଜାନୁୟାରୀରେ ସାଂସଦ ମହୋଦୟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.