ETV Bharat / city

କୋରୋନା ମୁକାବିଲା ନେଇ ଟେନସନ, କମିଶନରେଟ ପୋଲିସର ନୂଆ ପ୍ଲାନ - କୋରୋନା ଭାଇରସ ଖବର

କୋରୋନା ମୁକାବିଲା ନେଇ କମିଶନରେଟ ପୋଲିସର ନୂଆ ପ୍ଲାନ । ସୁନ୍ଦରପଦା ହାଟ, ୟୁନିଟ ୧, ୟୁନିଟ ୨, ସହିଦନଗର ଓ ଧଉଳି ଅଞ୍ଚଳର ଡେଲି ମାର୍କେଟ ଓ ହାଟରେ ନୂଆ ପ୍ଲାନରେ ଏନଫୋରସମେଣ୍ଟ କରାଯାଇଛି। ଅଧିକ ପଢନ୍ତୁ...

କୋରୋନା ମୁକାବିଲା ନେଇ ଟେନସନ,କମିସନରେଟ ପୋଲିସର ନୂଆ ପ୍ଲାନ

author img

By

Published : Sep 20, 2020, 10:39 PM IST

ଭୁବନେଶ୍ବର: ସଂକ୍ରମଣ ରୋକିବାକୁ ନୂଆ ଷ୍ଟ୍ରାଟେଜି। ଏଣିକି ଫୋକସରେ ଡେଲି ମାର୍କେଟ। ଏନେଇ ସମସ୍ତ ଥାନା ଅଞ୍ଚଳର ହାଟ ଓ ଡେଲି ମାର୍କେଟକୁ ଗୁରୁତ୍ବ ଦେଇଛି କମିଶନରେଟ ପୋଲିସ ।

କୋରୋନା ମୁକାବିଲା ନେଇ ଟେନସନ,କମିସନରେଟ ପୋଲିସର ନୂଆ ପ୍ଲାନ

ରାଜଧାନୀର ସମସ୍ତ ଥାନାକୁ ନିର୍ଦେଶ ପରେ ଥାନା ଅଞ୍ଚଳର ମାର୍କେଟରେ ସୋସିଆଲ ଡିଷ୍ଟାନ୍ସ ଓ ମାସ୍କ ବ୍ୟବହାର ନେଇ ଏନଫୋରସମେଣ୍ଟ ଆରମ୍ଭ କରିଛି କମିଶନରେଟ ପୋଲିସ। ଏନେଇ ମାଇକ ଜରିଆରେ ହାଟରେ ସଚେତନତା ମେସେଜ ସହ ପୋଲିସ ଡିପ୍ଲୋୟମେଣ୍ଟ କରାଯାଇଛି। ଯେପରି ଲୋକମାନଙ୍କ ଦ୍ବାରା ସୋସିଆଲ ଡିଷ୍ଟାନ୍ସ ଭାଓଲେସନ ନ ହେବ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ। ଏନେଇ ସୁନ୍ଦରପଦା ହାଟ, ୟୁନିଟ ୧, ୟୁନିଟ ୨, ସହିଦନଗର ଓ ଧଉଳି ଅଞ୍ଚଳର ଡେଲି ମାର୍କେଟ ଓ ହାଟରେ ନୂଆ ପ୍ଲାନ ଏନଫୋରସମେଣ୍ଟ କରାଯାଇଛି ।

ପୂର୍ବରୁ ପୋଲିସ ଡିଜିଙ୍କ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ଏନେଇ ଭୁବନେଶ୍ବରକୁ ବିଶେଷ ଗୁରୁତ୍ବ ଦିଆଯାଇଛି। କିଭଳି ସଂକ୍ରମଣ ରୋକାଯିବ ଏନେଇ କୋଭିଡ ଏନଫୋରସମେଣ୍ଟ ସ୍କ୍ବାଡ ଗଠନ କରାଯାଇ ରେଡ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.