ETV Bharat / city

ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସର ୧୦୮ ଦୀପ ଦାନ

author img

By

Published : Jun 19, 2022, 10:39 PM IST

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୀଘ୍ର ସୁସ୍ଥ ହେବା ନିମନ୍ତେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ 108 ଦୀପ ଦାନ କରିଛନ୍ତି । ଅଧିକ ପଢନ୍ତୁ

ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସର ୧୦୮ ଦୀପ ଦାନ
ସୋନିଆଙ୍କ ଆଶୁ ଆରୋଗ୍ୟ କାମନା କରି କଂଗ୍ରେସର ୧୦୮ ଦୀପ ଦାନ

ଭୁବନେଶ୍ବର: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଶୀଘ୍ର ସୁସ୍ଥ ହେବା ନିମନ୍ତେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ପ୍ରାର୍ଥନା । ତାଙ୍କର ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଶ୍ରୀରାମଙ୍କ ପାଖରେ ପ୍ରାର୍ଥନା କରିବା ସହ 108 ଦୀପ ଦାନ କରିଛନ୍ତି । କୋଭିଡ ପରବର୍ତ୍ତୀ ସମୟରେ ଅସୁସ୍ଥ ହୋଇ ଶ୍ବାସ ନଳୀରେ ଯନ୍ତ୍ରଣା ଅନୁଭବ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଭୁବନେଶ୍ବର ରାମ ମନ୍ଦିରରେ 108 ଦୀପଦାନ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ କର୍ମୀ । ସୋନିଆ ଗାନ୍ଧୀ ଅସୁସ୍ଥ ହୋଇ ଏବେ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.