ETV Bharat / city

ନିର୍ଦ୍ଦେଶ ଆସିଲେ ଉଡାଣ ପାଇଁ ପ୍ରସ୍ତୁତ ବିମାନ ବନ୍ଦର କର୍ତ୍ତୁପକ୍ଷ

author img

By

Published : Apr 30, 2020, 10:17 PM IST

କୌଣସି ମୁହୁର୍ତ୍ତରେ ଆସିପାରେ ବିମାନ ଚଳାଚଳର ନିର୍ଦ୍ଦେଶ। ଏଥିପାଇଁ ବିମାନବନ୍ଦର କର୍ତ୍ତୁପକ୍ଷ ସିଆଇଏସଏଫ ମିଳିତ ଭାବେ ବୈଠକ ହୋଇଛି। ଅଧିକ ପଢନ୍ତୁ...

Bhubaneswar Biju patnaik Airport authorities ready for operetion
ନିର୍ଦ୍ଦେଶ ଆସିଲେ ଉଡାଣ ପାଇଁ ପ୍ରସ୍ତୁତ ବିମାନ ବନ୍ଦର କର୍ତ୍ତୁପକ୍ଷ

ଭୁବନେଶ୍ବର: ଲକଡାଉନ କଟକଣାକୁ ନେଇ ଉଡାଣ ଅପେକ୍ଷାରେ ବିମାନବନ୍ଦର କର୍ତ୍ତୁପକ୍ଷ । ଲକଡାଉନ ହଟିବା ପରେ, ବିମାନଚଳାଚଳ ମନ୍ତ୍ରାଳୟର ପରବର୍ତ୍ତୀ ନିର୍ଦ୍ଦେଶ କଣ ରହିବ ସେଥିପାଇଁ ଅନାଇ ବସିଛନ୍ତି ବିଜୁପଟ୍ଟନାୟକ ବିମାନବନ୍ଦର କର୍ତ୍ତୁପକ୍ଷ । ତେବେ ଗ୍ରୀନ ସିଗନାଲ ମିଳିବା ପରେ ଉଡାଣ ଭରିବାକୁ ତୟାର କର୍ମଚାରୀ ।

କୌଣସି ମୁହୁର୍ତ୍ତରେ ଆସିପାରେ ବିମାନ ଚଳାଚଳର ନିର୍ଦ୍ଦେଶ । ଏଥିପାଇଁ ବିମାନବନ୍ଦର କର୍ତ୍ତୁପକ୍ଷ ସିଆଇଏସଏଫ ମିଳିତ ଭାବେ ବୈଠକ ହୋଇଛି । ବୈଠକରେ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ସ୍ବତନ୍ତ୍ର ନଜର ରହିଛି । ନିର୍ଦ୍ଦେଶ ମିଳିଲେ ସମସ୍ତ ଅପରେସନ ପାଇଁ ପ୍ରସ୍ତୁତ ରହିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସକାଳ ୧୦ଟାରୁ ୬ଟା ପର୍ଯ୍ୟନ୍ତ ବମାନବନ୍ଦର ଚାଲୁ ରହିଛି । କେବଳ କୋରୋନା ସମ୍ପର୍କିତ ଔଷଧ ଓ ଇକ୍ୟୁପମେଣ୍ଟ କାର୍ଗୋ ଫ୍ଲାଇଟ ଓ ମେଡିକାଲ ଏମରଜେନ୍ସି ସମ୍ପର୍କିତ ଅପରେସନ ଜାରି ରହିଛି ।

ଲକଡାଉନ ହଟିଲେ ଯାହା ନିର୍ଦେଶ ରହିବ ସେହି କ୍ରମରେ ସମସ୍ତ ପ୍ରସ୍ତୁତ ହୋଇ ରହିଛନ୍ତି ବିମାନବନ୍ଦର କର୍ତ୍ତୁପକ୍ଷ।

ଭୁବେନଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.