ETV Bharat / city

କଳିଙ୍ଗରେ ହେବ FIFA U-17 ମହିଳା ଫୁଟବଲ ବିଶ୍ବକପ ମ୍ୟାଚ

FIFA 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ-2020କୁ ଭାରତ ଆୟୋଜନ କରୁଛି । ତେବେ ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମକୁ ଗ୍ରୀନ ସିଗନାଲ ମିଳିଛି ।

author img

By

Published : Aug 27, 2019, 8:31 PM IST

Updated : Aug 27, 2019, 10:44 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@sports_odisha)

ଭୁବନେଶ୍ବର: ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଆଉ ଏକ ଖୁସି ଖବର । ପୁଣି ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ବରରେ ହେବ । ଏନେଇ ପ୍ରଥମ ପସନ୍ଦ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିଅମକୁ ବଛା ଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
FIFA
ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଫିଫା (FIFA) 17ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ-2020କୁ ଭାରତ ଆୟୋଜନ କରୁଛି । ସେଥପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଫୁଟବଲ ବିଶ୍ବକପର ମ୍ୟାଚ ଗୁଡିକ ଭାରତର ବିଭିନ୍ନ ରାଜ୍ୟରେ ଖେଳାଯିବ । ତେବେ ପ୍ରଥମ ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିଅମକୁ ଗ୍ରୀନ ସିଗନାଲ ମିଳିଛି ।

ଏନେଇ ଭାରତୀୟ ଫୁଟବଲର ପରିଚାଳନା କମିଟି ପକ୍ଷରୁ ସ୍ପଷ୍ଟ ହୋଇଛି । ତେବେ ମ୍ୟାଚ ଖେଳାଯିବାକୁ ଥିବା ଷ୍ଟାଡିୟମ ସମେତ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ କୁହାଯାଇଛି । ଏହି ସୂଚନା ମିଳିବା ପରେ ଓଡିଶା କ୍ରୀଡା ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

uu

Conclusion:
Last Updated : Aug 27, 2019, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.