ETV Bharat / city

ଭାରତ ବନ୍ଦ; 9.30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ - ଭାରତ ବନ୍ଦ ପ୍ରସଙ୍ଗ

ବାମଦଳର ଭାରତ ବନ୍ଦ ଡାକରାକୁ ଦେଖି ପ୍ରତିଷେଧ ମୂଳକ ବ୍ୟବସ୍ଥା ଗ୍ରହଣ କଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ।

PHOTO
govt
author img

By

Published : Jan 7, 2020, 10:36 PM IST

ଭୁବନେଶ୍ବର: ବୁଧବାର 12 ଦଫା ଦାବି ନେଇ ବାମଦଳ ସହ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ 24 ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଯଦିଓ ରାଜ୍ୟ ସରକାର ବନ୍ଦକୁ ସମର୍ଥନ କରୁନାହାଁନ୍ତି ଯେଉଁଥିପାଇଁ ସମସ୍ତ ପ୍ରତିଷେଧ ମୂଳକ ବ୍ୟବସ୍ଥା କରିଛନ୍ତି ।

VIDEO
9.30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଏନେଇ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ସ୍ବତନ୍ତ୍ର ସଚିବ ଚିଠିରେ ଦର୍ଶାଇଛନ୍ତି ସମସ୍ତ ଜିଲ୍ଲା ସ୍ତରର ଅଧିକାରୀ କାର୍ଯ୍ୟାଳୟରେ ସକାଳ 9.30 ସୁଦ୍ଧା ପହଞ୍ଚିବେ । ସେହିପରି ଲୋକସେବା ଭବନ ଓ ଖାରବେଳ ଭବନର କର୍ମଚାରୀ ମାନେ ମଧ୍ୟ ସକାଳ 9ଟା 30 ସୁଦ୍ଧା ପହଞ୍ଚିବେ । ଲୋକସେବା ଭବନର ସାମ୍ନା ଗେଟ ବନ୍ଦ ରହିବ। ପଛପଟ ଗେଟ ଦେଇ କର୍ମଚାରୀ ଆସିବେ। ଏହାସହ ସାମ୍ନା ଗେଟ 10ଟା 15 ପରେ ବନ୍ଦ ରହିବ ବୋଲି କୁହାଯାଇଛି ।

ଭୁବେନଶ୍ବରରୁ ଜ୍ଞାନିଦର୍ଶୀ ସାହୁ, ଇଟିଭି ଭାରତ

Intro:ଭାରତ ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗରୀହ ବିଭାଗ ଜାରି କଲା ନୋଟିସ। ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାର ଅଧିକାରୀ ଓ ସରକାରୀ କର୍ମଚାରୀ ସକାଳ 9ଟା 30 ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବେ। ସେହିପରି ଲୋକସେବା ଭବନ ଓ ଖାରବେଳ ଭବନରେ ମଧ୍ୟ ସକାଳ 9ଟା 30 ସୁଦ୍ଧା ପହଞ୍ଚିବେ କର୍ମଚାରୀ। ଲୋକସେବା ଭବନର ସାମ୍ନା ଗେଟ ବନ୍ଦ ରହିବ। ପଛପଟ ଗେଟ ଦେଇ କର୍ମଚାରୀ ଆସିବେ। ସାମ୍ନା ଗେଟ 10ଟା 15 ପରଠୁ ବନ୍ଦ ହେଇଯିବ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.