ETV Bharat / city

ବିଶ୍ବ 2.O: ଭୂସ୍ଖଳନ ବେଳେ କରିବ ଉଦ୍ଧାର

author img

By

Published : Dec 29, 2019, 8:49 PM IST

ଭୁବନେଶ୍ବର କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମେକାନିକାଲ ପାଢପଢୁଥିବା ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଗାଡି । ଯାହା ଚାଷ ଠୁ ଆରମ୍ଭ କରି ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

NEW vehicle biswa 2.O
ବିଶ୍ବ 2.O: ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର

ଭୁବନେଶ୍ବର: ଭୂସ୍ଖଳନ ବେଳେ ଉଦ୍ଧାର କରିବ ବିଶ୍ବ 2.ଓ । ସମତଳ ହେଉ ବା ଖାଲଢିପରେ ପରିପୂର୍ଣ୍ଣ ଦୁର୍ଗମ ଅଞ୍ଚଳ ସବୁଠି ଅତି ସହଜରେ ଗଡିବ ଏହି ଚାରି ଚକିଆ ଯାନ । ସେହିପରି ଟ୍ରାକ୍ଟର ପରିବର୍ତ୍ତେ ଏହି ଗାଡିକୁ ବ୍ୟବହାର କରି ହୋଇପାରିବ ଚାଷ । ଆଉ ଏମିତି ଗାଡି ନିର୍ମାଣ କରିଛନ୍ତି ଭୁବନେଶ୍ବର ସିଇଟି କଲେଜର ଛାତ୍ରଛାତ୍ରୀ । ATV ବା ଅଲଟେରାଇନ ଭେଇକିଲ ଭାବେ କାମ କରିବ ବିଶ୍ବ 2.ଓ ।

ସବୁଠାରୁ ବଡ଼ କଥା ହେଲା ଏହି ଗାଡିକୁ ପାହାଡିଆ ଅଞ୍ଚଳ ଓ କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ବ୍ୟବହାର କରି ହେବ। ଟ୍ରାକ୍ଟରର ପଛ ପଟେ ଚାଷ କାମ ପାଇଁ ଲଗାଯାଉଥିବା ଯନ୍ତ୍ରାଂଶକୁ ଯଦି ଏହି ଗାଡିରେ ଲଗାଯାଏ ତେବେ ବେଶ ଆରମରେ ସ୍ବଳ୍ପ ସମୟ ଓ କମ ବ୍ୟୟରେ କୃଷକମାନେ ବି ଲାଭବାନ ହୋଇ ପାରିବେ । କାରଣ ଗୋଟିଏ ଟ୍ରାକ୍ଟରରେ ବ୍ୟବହାର ହେଉଥିବା ଇନ୍ଧନ ଠାରୁ କମ ଇନ୍ଧନ ଏହି ଏଟିଭି ଗାଡିରେ ଲାଗିଥାଏ । ତେବେ ଗାଡିରେ ନୂଆ ନୂଆ ଫିଚର ପାଇଁ ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରୁଥିବା କହିଛନ୍ତି ।ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ସ୍ପେଶାଲ ଷ୍ଟୋରୀ

ପାହାଡିଆ ଦୁର୍ଗମ ଅଞ୍ଚଳ ସହ ଚାଷ ଜମିରେ ରେ ଟ୍ରାକ୍ଟର ବଦଳ ରେ ଗାଡିବ ସ୍ୱତନ୍ତ୍ର ଏଟିଭି ଯାନ

ଭିଓ1
ସମତଳ ରାସ୍ତା ସାଧାରଣ ଚାରିଚକିଆ ଗାଡି ଚାଲିବା ତ ଆମେ ସମସ୍ତେ ଦେଖିଛୁ ହେଲେ ସେ ସବୁ ଗାଡି ପାହାଡିଆ ଦୁର୍ଗମ ଅଞ୍ଚଳ ରେ ଚାଲିବା ସମ୍ଭବ ପର ନୁହେଁ। ତେଣୁ ଏ ସବୁ କୁ ଆଖି ଆଗରେ ରଖି ଭୁବନେଶ୍ୱର କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ଯାହା ପ୍ରସ୍ତୁତ କରିଛନ୍ତି। ଆଉ ଏହି ଯାନ ରାସ୍ତା ଖାଲ ହେଉ କି ଢ଼ିପ, ସହର ହେଉ କି ଦୁର୍ଗମ ଅଂଚଳ ସବୁ ଜାଗା ରେ ଆମର ରେ ଗତି କରିପାରିବ ।ଯାହାର ନାଁ ରହିଛି AT V ବା ଅଲ ଟେରାଇନ ଭାଇକିଲ ।

ଭିଓ 2
ସବୁ ଠାରୁ ବଡ଼ କଥା ହେଲା ଏହି ଯାନ କୁ ପାହାଡିଆ ଅଞ୍ଚଳ ଓ କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ବ୍ୟବହାର କରି ହେବ।ଟ୍ରାକର ର ପଛ ପଟେ ଚାଷ କାମ ପାଇଁ ଲଗା ଯାଉଥିବା ଯନ୍ତ୍ରାଂଶ କୁ ଯଦି ଏହି ଯାନ ରେ ଲଗା ଯାଏ ତେବେ ବେଶ ଆରମ୍ ରେ ସ୍ୱଳ୍ପ ସମୟ ଓ କମ ବ୍ୟୟ ରେ କୃଷକ ବି ଲାଭବାନ ହୋଇ ପାରିବ। କାରଣ ଗୋଟିଏ ଟ୍ରାକ୍ଟର ରେ ବ୍ୟବହାର ହଉ ଥିବା ଇନ୍ଧନ ଠାରୁ କମ ଇନ୍ଧନ ଏହି ଏଟିଭି ଯାନ ରେ ଲାଗିଥାଏ। ଏହା ଛଡା ଦୁର୍ଗମ ପର୍ଯ୍ୟଟନ ସ୍ଥଳ ରେ ବି ପର୍ଯ୍ୟଟକ କୁ ଆକୃଷ୍ଟ କରିବାରେ ଏହି ଯାନ କୁ ବ୍ୟବହାର କରିହେବ।

ବାଇଟ ଦେବରାଜ ରାଉତ, ଛାତ୍ର
ବାଇଟ ଜ୍ୟୋତିମୟ ସୁବୁଦ୍ଧି, ଛାତ୍ର
ବାଇଟ ସନ୍ଦୀପ କୁମାର ପାତ୍ର, ଛାତ୍ର।
ବାଇଟ ଚନ୍ଦ୍ରକାନ୍ତ ଶୁକ୍ଳା, ଗାଇଡ ଟିଚର।

ଫାଇନାଲ ଭିଓ
ବର୍ତ୍ତମାନ ଛାତ୍ରଛାତ୍ରୀ ମାନେ ଏହି ଗାଡି ଉପରେ ଆହୁରି ଗବେଷଣା କରିଛନ୍ତି କୀଭଳି ଏହି ଯାନ ର ନୂଆ ନୂଆ ଫିଚର ଆସିବ ଓ ବେଶି ଲୋକ ଙ୍କ ବ୍ୟବହାର ରେ ଲାଗିପରିବ। ଅନ୍ୟ ପଟେ ଯଦି ଉଚିତ ପ୍ରୋତ୍ସାହନ ଦିଆଯାଏ ତେବେ ଚାଷୀ ପାଇଁ ଅନେକ ଲାଭବାନ ହୋଇ ପାରିବ।

Body:ସ୍ପେଶାଲ ଷ୍ଟୋରୀ

Conclusion:ସ୍ପେଶାଲ ଷ୍ଟୋରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.