ହାଇଦ୍ରାବାଦ: ରାଜ୍ୟରେ ଯେଉଁଭଳି ଭାବେ କୋରୋନା ବୃଦ୍ଧି ଘଟୁଛି, ତାହା କାହାକୁ ମଧ୍ୟ ତାହାର କବଳରୁ ଛାଡିବାକୁ ନାରାଜ । ନେତା ମନ୍ତ୍ରୀ ଠାରୁ ଆଭିନେତା ଆଉ ସାଧାରଣ ଜନତା ସଭିଏଁ ଆକ୍ରାନ୍ତ ।
ଏହାରି ଭିତରେ ରାଜ୍ୟର ଅନେକ ବିଧାୟକ ମଧ୍ୟ କୋରୋନାରେ ସମକ୍ରମିତ ହୋଇଛନ୍ତି । ଏହି କ୍ରମରେ ଗୁରୁବାର ମନ୍ତ୍ରୀ ପଦ୍ମିନି ଦିଆଙ୍ଗ ସକାଳେ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ସନ୍ଧ୍ୟାରେ ସଂକ୍ରମିତ ହୋଇଛନ୍ତି ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭା୍ରତ