ETV Bharat / city

ସୁରେଶ ପୂଜାରୀ କୋରୋନା ପଜିଟିଭ, ଟ୍ବିଟ କରି ଦେଲେ ସୂଚନା

ସୁରେଶ ପୂଜାରୀ କୋରୋନା ପଜିଟିଭ ଚିହ୍ନଟ । ରିପୋର୍ଟ ମିଳିବା ପରେ ନିଜକୁ ହୋମ ଆଇସୋଲେସନରେ ରଖିଲେ ବରଗଡ ଏମପି । ଅଧିକ ପଢନ୍ତୁ..

author img

By

Published : Aug 8, 2020, 6:06 PM IST

ସୁରେଶ ପୁଜାରୀ କୋରୋନା ପଜିଟିଭ, ଟ୍ବିଟ କରି ଦେଲେ ସୂଚନା

ଭୁବନେଶ୍ବର: ସମଗ୍ର ଦେଶ ସହ ଓଡିଶାରେ ମଧ୍ୟ କାୟା ବିସ୍ତାର କରୁଛି କୋଭିଡ ସଂକ୍ରମଣ । ବର୍ତ୍ତମାନ ରାଜ୍ୟରେ 44 ହଜାର 193ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏପରି କ୍ଷେତ୍ରରେ ସାଧାରଣ ଜନତାଙ୍କ ସହ ଅନେକ ନେତା ମନ୍ତ୍ରୀ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ସୁରେଶ ପୂଜାରୀ କୋରୋନା ପଜିଟିଭ, ଟ୍ବିଟ କରି ଦେଲେ ସୂଚନା
ସୁରେଶ ପୂଜାରୀ କୋରୋନା ପଜିଟିଭ, ଟ୍ବିଟ କରି ଦେଲେ ସୂଚନା

ବରଗଡ ଏମପି ତଥା ବିଜେପିର ବରିଷ୍ଠ ନେତା ସୁରେଶ ପୂଜାରୀ କୋରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଏନେଇ ସେ ତାଙ୍କ ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

@sureshkpujari
@ସୁରେଶ ପୂଜାରୀ କୋରୋନା ପଜିଟିଭ, ଟ୍ବିଟ କରି ଦେଲେ ସୂଚନା

ସେ ଆହୁରି ଲେଖିଛନ୍ତି, କୋଭିଡ ଲକ୍ଷଣ ନ ଥାଇ ମଧ୍ୟ ମୁଁ ଗତକାଲି (ଶୁକ୍ରବାର) କୋଭିଡ ପରୀକ୍ଷା କରିଥିଲି । ଆଜି (ରବିବାର) ରିପୋର୍ଟ ପଜିଟିଭ ଆସିଥିବା ବରଗଡ ଜିଲ୍ଲାପାଳ ମୋତେ ସୂଚନା କରିଛନ୍ତି । ଏନେଇ ସମ୍ବଲପୁର ଓ ବରଗଡ ଜିଲ୍ଲାପାଳ ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ ଆଇସୋଲେସନରେ ଅଛି ଏବଂ ସୁସ୍ଥ ଅଛି।

ବ୍ୟୁରୋ ରିୁପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.