ETV Bharat / city

ରାଜରାସ୍ତାରେ ମଦ୍ୟପ ଯୁବତୀଙ୍କ ଉତ୍ପାତ - ଲିଙ୍ଗରାଜ ଥାନା ପୋଲିସ

ମଦ ପିଇଲେ । ରାଜରାସ୍ତାରେ ଉତ୍ପାତ ମଚାଇଲେ । କପିଳେଶ୍ବର ଗେଟ ନିକଟରେ ଏଭଳି କାଣ୍ଡ ଭିଆଇଛନ୍ତି ବଙ୍ଗୀୟ ଯୁବତୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 21, 2019, 12:12 PM IST

ଭୁବନେଶ୍ବର: ମଦ ପିଇ ସର୍ବସାଧାରଣରେ ଯୁବତୀଙ୍କ ଉନ୍ମତକାଣ୍ଡ । ସାମନ୍ତରାପୁର କପିଳେଶ୍ବର ଗେଟ ନିକଟରେ ଉତ୍ପାତ । ରାସ୍ତା ମଝିରେ ଗାଡ଼ି ରଖି ସାଧାରଣ ଲୋକଙ୍କୁ କରୁଥିଲେ ଗାଳିଗୁଲଜ । ଫଳରେ ରାସ୍ତା ମଝିରେ ଶହ ଶହ ଗାଡ଼ି ଅଟକି ରହିଥିଲା ।

ଏଭଳି ଅଭଦ୍ରାମୀ ଅସହ୍ୟ ହେବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ରାସ୍ତାରେ ଉତ୍ପାଦ ମଚାଉଥିବା ଯୁବତୀ ଗାଳି ଗୁଲଜ କରିବା ଜାରି ରଖିଥିଲେ । ପରେ ପୋଲିସକୁ ଏନେଇ ଖବର ଦେବା ପରେ ଲିଙ୍ଗରାଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଦ୍ୟପ ଯୁବତୀଙ୍କୁ ପୋଲିସ ଘଟଣାସ୍ଥଳରୁ ଥାନାକୁ ଉଠାଇ ନେଇଛି । ଏହି ଯୁବତୀ ପଶ୍ଚିମବଙ୍ଗର ହୋଇଥିବାବେଳେ ପୋଲିସ ପଚରା ଉଚରା ଜାରି ରଖିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ମଦ ପିଇ ଉତ୍ପାତ ମଚାଇଲେ ଯୁବତି,
ଥାନାକୁ ଉଠାଇ ଆଣିଲା ପୋଲିସ
Body:
ମଦ ପିଇ ସର୍ବସାଧାରଣରେ ଯୁବତିଙ୍କ ଉତ୍ପାତ।ସାମନ୍ତରାପୁର କପିଳେଶ୍ବର ଗେଟ ନିକଟରେ ଉତ୍ପାତ।ରାସ୍ତା ଉପରେ ଗାଡି ରଖି ଉତ୍ପାତ କରୁଥିଲେ ଯୁବତି।ଗାଡି ଜାମ ହେବାରୁ ସ୍ଥାନିୟ ଲୋକେ ବିରୋଧ କରିଥିଲେ।ପରେ ଯୁବତି ମାନେ ଗାଡି ବାହାରକୁ ଆସି ଉତ୍ଯକ୍ତ ଅବସ୍ଥାରେ ଗାଳିଗୁଲଜ କରିଥିଲେ।।ପରେ ପୋଲିସକୁ ଖବର ଦେବା ପରେ ଲିଙ୍ଗରାଜ ଥାନାକୁ ଉଠାଇ ଆଣିଛି ପୋଲିସ।ତେବେ ଯୁବତିମାନେ ବଙ୍ଗିୟ ଯୁବତି ବୋଲି ଜଣାପଡିଛି।ଏନେଇ ପୋଲିସ ସେମାନଙ୍କୁ ପଚରାଉଚରା ଜାରି ରଖିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.