ETV Bharat / city

ଭୁବନେଶ୍ବର ବାଲିଯାତ୍ରାକୁ ଲୋକାଭିମୁଖୀ ପାଇଁ ୱେବସାଇଟ ଆବଶ୍ୟକ - demand website for promoting

ମଙ୍ଗଳବାର ଭୁବନେଶ୍ବରରେ ବାଲିଯାତ୍ରା ଆରମ୍ଭ ହୋଇଛି । ତୃତୀୟ ବର୍ଷ ପାଇଁ କୂଆଖାଇ ନଦୀ କୂଳରେ ଏହା ଅନୁଷ୍ଠିତ ହୋଇଛି । ତେବେ ଏହି ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୋଟିଏ ୱେବସାଇଟର ଆବଶ୍ୟକତା ଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 12, 2019, 11:52 PM IST

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ବରରେ ବାଲିଯାତ୍ରା ଆରମ୍ଭ ହୋଇଛି । ତୃତୀୟ ବର୍ଷ ପାଇଁ କୂଆଖାଇ ନଦୀ କୂଳରେ ଏହା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୋଟିଏ ୱେବସାଇଟର ଆବଶ୍ୟକତା ଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଯାତ୍ରାରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ।

ଭୁବନେଶ୍ବର ବାଲିଯାତ୍ରାକୁ ଲୋକାଭିମୁଖୀ ପାଇଁ ୱେବସାଇଟର ଆବଶ୍ୟକ

ତେବେ ତାଙ୍କ ସହିତ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଯୋଗଦେଇ ସମାନ କଥା କହିଛନ୍ତି । ଏହାସହ ଏ ବାଲିଯାତ୍ରାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ବାଲିଯାତ୍ରା ଓ ଭୁବନେସ୍ୱରରେ ହେଉଥିବା ପଥ ଉତ୍ସବ, ଡଟ ଫେଷ୍ଟ ଆଦି ପାଇଁ ଏକ ୱେବସାଇଟ କରାଯିବ। ଯାହା ଫଳରେ ଅନେକ ଲୋକ ଜାଣିପାରିବେ ଓ ଏଥିରୁ ମଧ୍ୟ ଭଲ ବିଜିନେସ ହୋଇପାରିବ। ଏହି ଭୁବନେଶ୍ୱର ବଳିଯାତ୍ରାକୁ କିଭଳି ଅଧିକରୁ ଅଧିକ ପ୍ରସାର ପ୍ରଚାର କରିହେବ ସେନେଇ ପ୍ରୟାସ ଜାରି ରହିଛି।

Body:ଭୁବନେଶ୍ୱର ବାଲିଯାତ୍ରା ଓ ଭୁବନେସ୍ୱରରେ ହେଉଥିବା ପଥ ଉତ୍ସବ, ଡଟ ଫେଷ୍ଟ ଆଦି ପାଇଁ ଏକ ୱେବସାଇଟ କରାଯିବ। ଯାହା ଫଳରେ ଅନେକ ଲୋକ ଜାଣିପାରିବେ ଓ ଏଥିରୁ ମଧ୍ୟ ଭଲ ବିଜିନେସ ହୋଇପାରିବ। ଏହି ଭୁବନେଶ୍ୱର ବଳିଯାତ୍ରାକୁ କିଭଳି ଅଧିକରୁ ଅଧିକ ପ୍ରସାର ପ୍ରଚାର କରିହେବ ସେନେଇ ପ୍ରୟାସ ଜାରି ରହିଛି।

byte- ଅଶୋକ ପଣ୍ଡା, ମନ୍ତ୍ରୀ
byte- ସୁଶାନ୍ତ ରାଉତ, ଉତ୍ତର ବିଧ୍ୟାୟକ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.