ETV Bharat / city

ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ - ଜମି କିଣା ବିକାକୁ ନେଇ ବୋମା ମାଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତା ବିଲଡର କ୍ୟାମ୍ପ ଉପରକୁ ବୋମାମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଏଥିସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ

balianta police  arrested builders camp bombing case
ବୋମା ମାଡ ଘଟଣା ଦୁଇ ଅଭିଯୁକ୍ତ ଗିରଫ
author img

By

Published : Jan 21, 2022, 7:29 AM IST

Updated : Jan 21, 2022, 8:08 AM IST

ଭୁବନେଶ୍ବର/ନିଆଳି: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବିଲଡର କ୍ୟାମ୍ପ ଉପରକୁ ବୋମାମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଏଥିସହ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟମାନଙ୍କୁ ଗିରଫ ପାଇଁ ତନାଘନା ଚଳାଇଛି ପୋଲିସ।

ବାଲିଅନ୍ତା ବୋମା ମାଡ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ତେବେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ବ୍ରାହ୍ମଣସୁଆଁଲୋ ନିକଟରେ ଥିବା ବିଲଡର କ୍ୟାମ୍ପ ଉପରକୁ ବୋମାମାଡ କରିଥିଲେ ଅଭିଯୁକ୍ତ । 10ହଜାର ଟଙ୍କା ଲୋଭରେ ୨ଅଭିଯୁକ୍ତ ବୋମା ମାଡ଼ କରିଥିବା ପୋଲିସକୁ କହିଛନ୍ତି । ଅଭିଯୁକ୍ତ ହେଲେ ଖୋର୍ଦ୍ଧାର ସୁଶୀଲ ବଳିଆରସିଂ ଏବଂ ଜଟଣୀ ଅଞ୍ଚଳର ମହେଶ୍ଵର ପ୍ରଧାନ । ଜମି କିଣା ବିକାକୁ କେନ୍ଦ୍ର କରି ଏହି ବୋମା ମାଡ କରାଯାଇଥିଲା ବୋଲି ପୋଲିସ କହିଛି ।

ଚଳିତ ମାସ ୧୭ ତାରିଖ ଦିନ ବିଲଡର କ୍ୟାମ୍ପ ଉପରକୁ ବୋମାମାଡ ହୋଇଥିଲା । ଏଥିରେ 2ଜଣ କର୍ମଚାରୀ ଆ‌ହତ ହେବା ସହ ଆଜବେଷ୍ଟସ ଘର ଭାଙ୍ଗି ଯାଇଥିଲା ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ ଓ ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 21, 2022, 8:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.