ETV Bharat / city

'ବୈଜୟନ୍ତ ଶତାବ୍ଦୀର ଶ୍ରେଷ୍ଠ ବେଇମାନ' - cheater

ବିଜେପିରେ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନକୁ ନେଇ କଟାକ୍ଷ କରିଛି ବିଜେଡି । ବୈଜୟନ୍ତଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବେଇମାନ କହି ତାତ୍ସଲ୍ୟ କରିଛି ଦଳ । ଏହା ସହ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଚାଲିଛି ତେଣୁ ସେଥିରୁ ବଞ୍ଚିବା ପାଇଁ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 4, 2019, 11:41 PM IST

ଭୁବନେଶ୍ବର: ବିଜେପିରେ ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନକୁ ନେଇ କଟାକ୍ଷ କରିଛି ବିଜେଡି । ବୈଜୟନ୍ତଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବେଇମାନ କହି ତାତ୍ସଲ୍ୟ କରିଛି ଦଳ । ଏହା ସହ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଚାଲିଛି ତେଣୁ ସେଥିରୁ ବଞ୍ଚିବା ପାଇଁ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

ଏ ନେଇ ପ୍ରତିକ୍ରିୟା ରଖି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଦୀର୍ଘ ବର୍ଷ ଧରି ବିଜୁଜନତା ଦଳ ତାଙ୍କୁ ପରିଚୟ ଦେଇଛି । ବିଜେଡିରୁ ସେ ୪ ଥର ସାସଂଦ ହୋଇଛନ୍ତି । ବିଜେଡି ତାଙ୍କୁ ୨ ଥର ରାଜ୍ୟସଭା ଓ ୨ ଥର ଲୋକସଭାକୁ ପଠାଇଛି । କିନ୍ତୁ ଦୁଃଖର କଥା, ବୈଜୟନ୍ତ ବିଜେପିରେ ଯୋଗଦାନ ବେଳେ କହିଛନ୍ତି ସେ ଦୀର୍ଘ ୨୨ ବର୍ଷ ଧରି ବିଜେପିରେ ଯୋଗଦେବା ପାଇଁ ଚେଷ୍ଟା କରୁଥିଲେ । ଏ ହେଉଛି ବେଇମାନୀର ଭାଷା ବୋଲି ପ୍ରତାପ କହିଛନ୍ତି ।

ଏହା ସହ ବୈଜୟନ୍ତଙ୍କ ମିଶ୍ରଣ ସମୟରେ ଅମିତ୍ ଶାହ ଦଳୀୟ କାର୍ଯ୍ୟାଳୟରେ ଥାଇ ମଧ୍ୟ କାହିଁକି ଆସିଲେନି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.