ETV Bharat / city

ବାହିନୀପତି ଦମ୍ପତି କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି: କୈଳାସ କୁଲେସିକା - kailash kulesika allegation Bahinipati name

ବାହିନୀପତି ଦମ୍ପତିଙ୍କ ନାଁରେ କଂଗ୍ରେସ ବିଧାୟକ କୈଳାସ କୁଲେସିକା ଆଣିଲେ ସଙ୍ଗୀନ ଅଭିଯୋଗ । କହିଲେ କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି ଉଭୟ । ଅଧିକ ପଢନ୍ତୁ...

ବାହିନୀପତି ଦମ୍ପତି କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି: କୈଳାସ କୁଲେସିକା

author img

By

Published : Aug 31, 2021, 2:35 PM IST

ଭୁବନେଶ୍ବର: ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକାଙ୍କ ବିସ୍ଫୋରକ ବୟାନ । ବାହିନୀପତି ଦମ୍ପତିଙ୍କ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ । କଂଗ୍ରେସ ଦଳରେ ଥାଇ ବିଜେଡି ପାଇଁ କାର୍ଯ୍ୟ କରିବା ପଛରେ ତାରା ଓ ତାଙ୍କ ପତ୍ନୀଙ୍କ ହାତ ଅଛି କୈଳାସ କୁଲେସି ଅଭିଯୋଗ କରିଛନ୍ତି ।

ବାହିନୀପତି ଦମ୍ପତି କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି: କୈଳାସ କୁଲେସିକା

ସେ କହିଛନ୍ତି ଯେ, 'ବାହିନୀପତି ଦମ୍ପତିଙ୍କ ମାମଲାକୁ ନେଇ ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲି । କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଦଳରେ ରହି କାମ କରିବାକୁ ବୁଝାଇ ଦେଲେ । ଭୁଲ କରି କ୍ଷମା ମାଗିଲେ ଯଦି ସବୁ ଠିକ ହେଇ ଯାଉଛି ତାହାଲେ ଆମେ ବି ଭୁଲ କରି କ୍ଷମା ମାଗିବୁ ।' ଏଭଳି କନ୍ଦଳର ପ୍ରଭାବ ଭୋଟରଙ୍କ ଉପରେ ପଡୁଛି । ସେଥିପାଇଁ କଂଗ୍ରେସ ତଳକୁ ଖସୁଛି । ହାଇ କମାଣ୍ଡ ଏଥିପ୍ରତି ଦୃଷ୍ଟି ଦେବା ଦରକାର । ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ଥିଲା ବୋଲି କୈଳାସ କୁଲେସିକା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.