ETV Bharat / city

ଆସିଲା ବାବ୍ରି ମସଜିଦ ରାୟ, ପ୍ରତିକ୍ରିୟା ରଖିଲେ ପ୍ରଦୀପ

author img

By

Published : Sep 30, 2020, 4:53 PM IST

Updated : Sep 30, 2020, 5:32 PM IST

ବାବ୍ରି ମସଜିଦ ଭଙ୍ଗା ମାମଲା ରାୟ ଆସିଲା ପରେ କଣ କହୁଛନ୍ତି ଓଡିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି । ଅଧିକ ପଢନ୍ତୁ...

ଆସିଲା ବାବ୍ରି ମସଜିଦ ରାୟ, ପ୍ରତିକ୍ରିୟା ରଖିଲେ ପ୍ରଦୀପ
ଆସିଲା ବାବ୍ରି ମସଜିଦ ରାୟ, ପ୍ରତିକ୍ରିୟା ରଖିଲେ ପ୍ରଦୀପ

ଭୁବନେଶ୍ବର: ଆସିଲା ଦେଶର ବଡ ରାୟ। ବହୁ ଚର୍ଚ୍ଚିତ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ବୁଧବାର ଆସିଛି ଚୂଡାନ୍ତ ରାୟ। ସମସ୍ତ ୩୨ ଜଣ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହୋଇଛନ୍ତି । ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଇଛନ୍ତି ଏହି ରାୟ।

ଦୋଷୀ ସାବ୍ୟସ୍ତ ପାଇଁ କୌଣସି ସଠିକ ସଠିକ ପ୍ରମାଣ ନଥିବା କହିଲେ କୋର୍ଟ। ବାବ୍ରୀ ଭଙ୍ଗାକୁ ପୂର୍ବ ଯୋଜନା ପ୍ରସ୍ତୁତ କୁହାଯାଇ ପାରିବନି । ତେବେ ରାୟ ଆସିଲା ପରେ କଣ କହୁଛନ୍ତି ଓଡିଶା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 30, 2020, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.